ରିଲିଜ ହେଲା ନୂଆ ରୋମାଂଟିକ ଗୀତ ‘ତୁ ମେଘ ହେଇ ଯା’

Image Courtesy: YouTube

ସାରେଗାମା କ୍ରିଏସନ ପ୍ରସ୍ତୁତ ରୋମାଟିଂକ ଗୀତ ‘ତୁ ମେଘ ହେଇ ଯା’ ରିଲିଜ । ଏହି ଗୀତରେ ୟଙ୍ଗ ସେନସେଶନ ଶୈଳେନ୍ଦ୍ର ଏବଂ ଡ୍ରାସ୍ଟିକ ରାନୀଙ୍କ ରୋମାଂଟିକ ଅନ୍ଦାଜ ଦେଖିବାକୁ ମିଳିଛି । ଏହି ଗୀତକୁ ଗାଇଛନ୍ତି ଅସୀମା ପଣ୍ଡା ଏବଂ ହ୍ୟୁମାନ ସାଗର । ଗୀତକୁ ଶୁଣିଲେ ଆପଣଙ୍କୁ କଲେଜ ଦିନର ଅନୂଭୁତି ମନେ ପଡିଯିବ । ଗୀତରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଦେବାଶିଷ ପଣ୍ଡା ଏବଂ ଭିଡିଓରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରାଜା ଡି । ଦେଖନ୍ତୁ ଏହି ଜବରଦସ୍ତ ଗୀତ –

Leave a Reply

Your email address will not be published. Required fields are marked *