ପ୍ରକାଶ ପାଇଲା OAS ରେଜଲ୍ଟ ; ଦେବାଶିଷ ପଣ୍ଡା ଟପ୍ପର

ଭୁବନେଶ୍ୱର :  ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ୨୦୧୮ ରେଜଲ୍ଟ। ଦେବାଶିଷ ପଣ୍ଡା  ହୋଇଛନ୍ତି OAS ଟପ୍ପର । ଦ୍ୱିତୀୟରେ ଅଛନ୍ତି ଋତୁପର୍ଣ୍ଣା ମହାପାତ୍ର, ୩ୟରେ ଆକାଶ କୁମାର ପଣ୍ଡା, ୪ର୍ଥରେ ସନ୍ତୋଷିନୀ ଦାଶ, ୫ରେ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ଷଷ୍ଠରେ ଶକ୍ତିଶ୍ରୀ ଅନୀଲ ରଂଜନ ସାହୁ, ସପ୍ତମରେ ଶତାବ୍ଦୀ ରାୟ, ୮ମ ଦମୟନ୍ତୀ ସାହୁ, ୯ମ ଶକ୍ତି ମହାପାତ୍ର,  ଓ ଦଶମରେ ସ୍ମରଣିକା ଟୁଲୋ।

ମୋଟ ୨୧୮ ଜଣ ପରୀକ୍ଷାର୍ଥୀ ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇଛନ୍ତି.। ୨୧୮ ଜଣଙ୍କ ମଧ୍ୟରେ ରହିଛନ୍ତି ୭୨ ଜଣ ମହିଳା ପରୀକ୍ଷାର୍ଥୀ।

Leave a Reply

Your email address will not be published. Required fields are marked *