ରିଲିଜ୍ ହେଲା ଜ୍ୟାକଲିନଙ୍କ ମ୍ୟୁଜିକ୍ ଭିଡିଓ: ଗେଣ୍ଡାଫୁଲ୍

ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଙ୍କ ଅଭିନୀତ ନୁଆଁ ମ୍ୟୁଜିକ୍ ଭିଡିଓ ‘ଗେଣ୍ଡାଫୁଲ୍’ ୟୁଟୁବ୍ ରେ ରିଲିଜ୍ ହୋଇଛି । ଏଥିରେ ବାଦଶାହ ଓ ପାୟଲ୍ ଦେବ୍ କଣ୍ଠଦାନ କରିଛନ୍ତି । ଜ୍ୟାକଲିନଙ୍କ ବଙ୍ଗାଳୀ ଲୁକ୍ ସାଙ୍ଗକୁ ଗୀତରେ ଥିବା କିଛି ବଙ୍ଗାଳୀ ଲିରିକ୍ସ୍ ଦର୍ଶକଙ୍କୁ ଆକୃଷ୍ଟ କରୁଛି ।

ବାଦଶାହ ଏକ ପ୍ରେସ୍ ଷ୍ଟେଟମେଣ୍ଟରେ କହିଛନ୍ତି ଯେ ‘ଗେଣ୍ଡାଫୁଲ୍’ ତାଙ୍କ ପାଇଁ ଏକ ନୁଆଁ ଅନୁଭୂତି ଆଣି ଦେଇଛି ।

ଏହା ପୂର୍ବରୁ ଜ୍ୟାକଲିନ ଆଉଏକ ମ୍ୟୁଜିକ୍ ଭିଡିଓ ‘ମେରେ ଆଙ୍ଗନ ମେ’ ରେ ନଜର ଆସିଥିଲେ ।

Leave a Reply

Your email address will not be published. Required fields are marked *