ରେମୁଣା ବିଧାୟକଙ୍କୁ କରୋନା

ବାଲେଶ୍ୱର: ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ବାଲେଶ୍ୱର ଜିଲ୍ଲାର ଆଉ ଜଣେ ବିଧା‌ୟକ କରୋନା ସଂକ୍ରମିତ ହୋଇଛନ୍ତି ବୋଲି ସୂଚନା ମିଳିଛି। ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେ କରୋନା ସଂକ୍ରମିତ ହୋଇଥିବା ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି କହିଛନ୍ତି।  ନୀଳଗିରି ବିଧାୟକ ପଜିଟିଭ ଚିହ୍ନଟ ହେବା ପରଠୁ ବିଧାୟକ ଶ୍ରୀ ପରିଡ଼ା ବାଲେଶ୍ୱର ସହର ଗୋପଲଗାଁ ବାସଭବନରେ ଗୃହସଙ୍ଗରୋଧରେ ଥିଲେ।

Leave a Reply

Your email address will not be published. Required fields are marked *