ଲକ୍ଷ୍ମୀ ବସ୍‌ରେ ୟୁପିଆଇ କ୍ୟୁଆର୍‌ କୋଡ୍‌ର ଶୁଭାରମ୍ଭ

ଭୁବନେଶ୍ବର (ଓଡ଼ିଶା ଟୁଡେ): ଲକ୍ଷ୍ମୀ ବସ୍‌ରେ ୟୁପିଆଇ କ୍ୟୁଆର କୋଡର  ଶୁଭାରମ୍ଭ ହୋଇଛି ।  ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢୀଙ୍କ ଦ୍ବାରା  ଶୁଭାରମ୍ଭ ହୋଇଛି । ଯାତ୍ରୀମାନଙ୍କ  ଯାତାୟତକୁ ସୁଗମ କରିବ କ୍ୟୁଆର କୋଡ ବ୍ୟବସ୍ଥା କରାଯାଇଛି । ଯାତ୍ରୀମାନେ ସୁବିଧାରେ କ୍ୟୁଆର କୋଡ୍ ସ୍କାନ କରି ଟଙ୍କା ଦେଇପାରିବେ ।

ଲକ୍ଷ୍ମୀ ବସରେ ଯାତାୟତ ବେଳେ କ୍ୟାସଲେସ୍ ପେମେଣ୍ଟକୁ ପ୍ରୋତ୍ସାହନ ଦିଆଯାଇଛି । ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ  ଓ  ଏଚଡିଏଫସି ମଧ୍ୟରେ ଭାଗିଦାରିତା ରହିଛି ।

Leave a Reply

Your email address will not be published. Required fields are marked *