ମା’ ସହ ଭାଇଭଉଣୀ ବିଷ ପିଇ ଜୀବନ ହାରିଲେ: କାରଣ ଅସ୍ପଷ୍ଟ

ବ୍ରହ୍ମପୁର: ଗଞ୍ଜାମ ପାଲିବନ୍ଧ ପଞ୍ଚାୟତର ଗୋଟିଏ ପରିବାରର ୩ଜଣ ବିଷ ଖାଇ ଜୀବନ ହାରିଥିବ ସୂଚନା ରହିଛି। ଗୁରୁତର ଅବସ୍ଥାରେ ମାଆ, ଝିଅ ଓ ପୁଅକୁ ଗ୍ରାମବାସୀ ଏମକେସିଜିକୁ ସ୍ଥାନାନ୍ତର କରିଥିଲେ। ହସ୍ପିଟାଲରେ ଡାକ୍ତର ଜଣଙ୍କ ପରେ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ଏଭଳି କରିବା ପଛରେ କାରଣ ଅସ୍ପଷ୍ଟ ରହିଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।ଗୋଟିଏ ପରିବାରର ୩ଜଣ ବିଷ ଖାଇ ଜୀବନ ହାରିଥିବ ସୂଚନା ରହିଛି। ଗୁରୁତର ଅବସ୍ଥାରେ ମାଆ, ଝିଅ ଓ ପୁଅକୁ ଗ୍ରାମବାସୀ ଏମକେସିଜିକୁ ସ୍ଥାନାନ୍ତର କରିଥିଲେ। ହସ୍ପିଟାଲରେ ଡାକ୍ତର ଜଣଙ୍କ ପରେ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ଏଭଳି କରିବା ପଛରେ କାରଣ ଅସ୍ପଷ୍ଟ ରହିଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ପୁଅର ବୟସ ୨୩ ବର୍ଷ ଓ ଝିଅର ବୟସ ୨୦ ବର୍ଷ ବୋଲି ଜଣାଯାଇଛି।ମୃତ ପୁଅର ବୟସ ୨୩ ବର୍ଷ ଓ ଝିଅର ବୟସ ୨୦ ବର୍ଷ ବୋଲି ଜଣାଯାଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *