ଭଞ୍ଜନଗର: ଭାଜପାରେ ମିଶିବେ ବିଜେଡି-କଂଗ୍ରେସର ବହୁ ବିଧାୟକ! ସାଂଘାତିକ ଖୁଲାସା କଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର,୧୭/ ୦୪ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀ ଭାଜପାର ସକ୍ରିୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ…

ମାଆ ମାଉସୀଙ୍କୁ ରହିଲା ରାଣ… ଦିଲ୍ଲୀ ଦଖଲ ପାଇଁ ଚାଲିଛି ହାଇଭୋଲଟେଜ୍ ପ୍ରଚାର

ନୂଆଦିଲ୍ଲୀ: ହାତରେ ଆଉ ମାତ୍ର କେଇ ଘଣ୍ଟାର ସମୟ… ତାପରେ ସରିଯିବ ସବୁ ନିବେଦନ, ସବୁ ଆବେଦନ । ସବୁ ପ୍ରକାର…

ବିଜେପି ଛାଡ଼ି ବିଜେଡିରେ ସାମିଲ ହେଲେ ଗଞ୍ଜାମ ଜିଲ୍ଲା ପଞ୍ଚାୟତ ପ୍ରତିନିଧି

ଭୁବନେଶ୍ବର: ବିଜେଡିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଅନେକ ପଞ୍ଚାୟତ ପ୍ରତିନିଧି ଯୋଗ ଦେଇଛନ୍ତି। ବୁରୁପଡା ସରପଞ୍ଚ ସନ୍ତୋଷିନୀ ବେହେରାଙ୍କ…

ଫେବ୍ରୁଆରି ୫ରେ ଗୋଟାଏ ପର୍ଯ୍ୟାୟରେ ହେବ ଦିଲ୍ଳୀ ନିର୍ବାଚନ, ୮ରେ ଫଳାଫଳ

ନୂଆଦିଲ୍ଲୀ:  ଆସନ୍ତା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର। ଏକ ସାମ୍ବାଦିକ…

ବିଜେପିର ବିଜୁଳି ଉପଭୋକ୍ତାଙ୍କୁ ଧୋକା, ୩୦୦ ୟୁନିଟ ଦେୟ ମୁକ୍ତ ବିଜୁଳି ବଦଳରେ ବିଜୁଳି ଦର ବୃଦ୍ଧି ପାଇଁ ଯୋଜନା । ଆମ୍ ଆଦ୍‌ମୀ ପାର୍ଟିର ପ୍ରତିବାଦ

ଭୁବନେଶ୍ବର : ଭାଜପା ସରକାରର ଛାମୁଆ ନେତାମାନେ ନିର୍ବାଚନ ପୂର୍ବରୁ ଖୋଲା ମଞ୍ଚରେ ୩୦୦ ୟୁନିଟ୍ ବିଦ୍ୟୁତ୍ ବିନା ଶୁଳ୍କରେ ଯୋଗାଇ…

ବିଜେଡି ଛାଡ଼ି ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଲେ ଜୟପୁର ବ୍ଲକ ଅଧ୍ୟକ୍ଷା

ଭୁବନେଶ୍ବର: ବିଜେଡି ଛାଡ଼ି ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି ଆଜି ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଆଜି ରାଜ୍ୟ…

ବିଧାନସଭା ଆଗୁଆ ସରିବାକୁ ନେଇ ରାଜ୍ୟ ସରକାରଙ୍କୁ କଟାକ୍ଷ କଲେ ବିରୋଧୀ ଦଳ ଉପନେତା

ଭୁବନେଶ୍ବର: ବିଧାନସଭା ଆଗୁଆ ସରିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ…

ରାଜ୍ୟସଭା ଉପନିର୍ବାଚନ: ଓଡ଼ିଶା ପାଇଁ ସୁଜିତ କୁମାର ଏକମାତ୍ର ପ୍ରାର୍ଥୀ

ଭୁବନେଶ୍ୱର: ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ସୁଜିତ କୁମାର ପୂରଣ କରିବେ। ପ୍ରାର୍ଥୀପତ୍ର ଦାଖଲ ପାଇଁ ଆଜି ସମୟ…

ରାଜ୍ୟସଭା ଉପନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେପିର ସୁଜିତ କୁମାର

ଭୁବନେଶ୍ବର: ଆଜି ବିଜେପି ପ୍ରାର୍ଥୀ ସୁଜିତ କୁମାର ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭାରେ ପ୍ରାର୍ଥୀପତ୍ର ଦାଖଲ କରିବେ। ନାମାଙ୍କନ ସମୟରେ ମୁଖ୍ୟମନ୍ତ୍ରୀ…

ଝାଡ଼ଖଣ୍ଡ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପାଇଁ ପ୍ରଚାର ସରିଲା: ଶେଷ ଦିନରେ କମ୍ପିଲେ ଶାହ, ଯୋଗୀ

ରାଞ୍ଚି: ଝାଡ଼ଖଣ୍ଡରେ ଆସନ୍ତା ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌। ପ୍ରଥମ ପର୍ଯ୍ୟାୟରେ ଝାଡ଼ଖଣ୍ଡରେ ୪୩ ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ…