ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁନ୍ ବିରୋଧରେ ମାମଲା ରୁଜୁ କଲା ଏନ୍ଆଇଏ

ନୂଆଦିଲ୍ଲୀ (ଏଜେନ୍ସି): ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରୁଥିବା ଲୋକଙ୍କୁ ଧମକାଇବା ମାମଲାରେ ଏନ୍ଆଇଏ ସୋମବାର ଘୋଷିତ ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂ…

ଇମ୍ଫାଲ ଆକାଶରେ ଅଜଣା ଉଡନ୍ତା ଥାଳିଆ ! ସର୍ଚ୍ଚ ଅପରେସନରେ 2 ରାଫେଲ ବିମାନ

ଇମ୍ଫାଲ (ଏଜେନ୍ସି): ଇମ୍ଫାଲ ବିମାନ ବନ୍ଦର ନିକଟବର୍ତ୍ତୀ ବାୟୁସୀମାରେ ଗତକାଲି ଅପରାହ୍ନରେ ଅଜଣା ଉଡନ୍ତା ବସ୍ତୁ ଦୃଶ୍ୟମାନ ହେବା ଘଟଣାକୁ ଗମ୍ଭୀରତାର ସହ…

ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣା; ଉଦ୍ଧାର ପାଇଁ ୨/୩ ଦିନ ଲାଗିବ: ଗଡ଼କରୀ

ଉତ୍ତରକାଶୀ (ଏଜେନ୍ସି): ଉତ୍ତରକାଶୀର ସିଲ୍କିଆରା ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଅଷ୍ଟମ ଦିନରେ ପ୍ରବେଶ କରିବା…

ଭାରତ ଓ ୟୁଏଇ ଦ୍ୱିପାକ୍ଷିକ ସମ୍ପର୍କର ଶକ୍ତିଶାଳୀ ସ୍ତମ୍ଭ ହେବ ଶିକ୍ଷା- ଧର୍ମେନ୍ଦ୍ର

ଆବୁଧାବୀ (ଏଜେନ୍ସି): ତିନିଦିନିଆ ୟୁଏଇ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁଏଇର ବୈଦେଶିକ ବ୍ୟାପାର ମନ୍ତ୍ରୀ, ଶିକ୍ଷା ରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିବା…

‘କ୍ୟାସ ଫର କ୍ବାରୀ’ ମାମଲା: ‘ଉତ୍ତର ରଖିବା ପରିବର୍ତ୍ତେ ରାଗିଗଲେ ମୋଇତ୍ରା, ଅଣସଂସଦୀୟ ଶବ୍ଦ ପ୍ରୟୋଗ କଲେ’

ନୂଆଦିଲ୍ଲୀ (ଏଜେନ୍ସି): ‘କ୍ୟାସ ଫର କ୍ବାରୀ’ ମାମଲାରେ ବ୍ୟକ୍ତିଗତ ପ୍ରଶ୍ନ ପଚରାଯାଇଥିବା ଅଭିଯୋଗ କରି ସଂସଦ ଏଥିକ୍ସ କମିଟି ବୈଠକରୁ ଚାଲି…

ସମଲିଙ୍ଗୀ ବିବାହ ରିଭ୍ୟୁ ପିଟିଶନ ସୁପ୍ରିମ୍‌କୋର୍ଟରେ ଦାଖଲ

ନୂଆଦିଲ୍ଲୀ (ଏଜେନ୍ସି): ସମଲିଙ୍ଗୀ ବିବାହ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଏକ ସମୀକ୍ଷା ଆବେଦନ (ରିଭ୍ୟୁ ପିଟିଶନ) କରାଯାଇଛି। ଅକ୍ଟୋବର ୧୭ରେ ସୁପ୍ରିମକୋର୍ଟ…

ଦିଲ୍ଲୀ ମନ୍ତ୍ରୀ ରାଜ୍‌ କୁମାର୍‌ ଆନନ୍ଦଙ୍କ ବାସଭବନ ତଲାସ କରୁଛି ‘ପ୍ରବର୍ତ୍ତନ ନିର୍ଦେଶାଳୟ’

ନୂଆଦିଲ୍ଲୀ (ଏଜେନ୍ସି): ଆର୍ଥିକ ଦୁର୍ନୀତି ମାମଲାରେ ଆଜି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଦିଲ୍ଲୀ କ୍ୟାବିନେଟ୍‌ ମନ୍ତ୍ରୀ ତଥା ‘ଆମ୍‌ ଆଦ୍‌ମି ପାର୍ଟି’ର (ଆପ୍‌)…

କାନାଡାରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ସତର୍କ ସୂଚନା ଜାରି କଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ (ଏଜେନ୍ସି): କାନାଡ଼ାରେ ଭାରତ ବିରୋଧୀ କାର୍ଯ୍ୟକଳାପ ଦୃଷ୍ଟିରୁ ଭାରତ ବୁଧବାର ଭାରତୀୟ ନାଗରିକ ତଥା ସେଠାକୁ ଯାତ୍ରା କରିବାକୁ ବିଚାର…

କୁଶଳୀ ରାଷ୍ଟ୍ରନୀତିଜ୍ଞ ଓ ଆଦର୍ଶ ଶିକ୍ଷକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ

ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଆମେ ପ୍ରତିବର୍ଷ ଗୁରୁଦିବସ ଭାବେ ପାଳନ କରିଥାଉ । ଜଣେ ଦାର୍ଶିନିକ…

ଭାରତୀୟ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ‘ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’ ସମ୍ଭବ ନୁହେଁ: ଶଶି ଥରୁର

ଥିରୁବନନ୍ତପୁରମ୍ (ଏଜେନ୍ସି): କଂଗ୍ରେସ ସାଂସଦ ଶଶି ଥରୁର ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବକୁ ସମାଲୋଚନା…