
ବ୍ରହ୍ମପୁର (ଓଡ଼ିଶା ଟୁଡେ) : ମହିଳାଙ୍କ ସୁରକ୍ଷା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଏବେ ଆଉ ପାଦ ଆଗକୁ ବଢିଛି ବ୍ରହ୍ମପୁର ପୁଲିସ | ବିଳମ୍ବିତ ରାତିରେ ଯଦି କୌଣସି ମହିଳା ଘରକୁ ଫେରିବା ପାଇଁ ଗାଡି ନପାଆନ୍ତି 1 କିମ୍ବା । ସା ସମସ୍ୟାରେ ପଡନ୍ତି ତେବେ ସେମାନଙ୍କୁ ପୁଲିସ ପିଦି ପିସିଆର ଗାଡି ନେଇ ଘରେ ଛାଡିବ ବୋଲି ଜଣାପଡିଛି। ଏନେଇ ବ୍ରହ୍ମପୁର ପୁଲିସ ପକ୍ଷରୁ ମାଗ ମାଗଣା ପରିବହନ ଯୋଜନା ପ୍ରଚଳନ କରାଯାଇଥିବା ବେଳେ ଏଥିପାଇଁ ଜାରି କରାଯାଇଛି I ପଶ୍ଚିମବଙ୍ଗ ସ୍ବତନ୍ତ୍ର ହେଲ୍ସଲାଇନ ନମ୍ବର ମା FRI ଏକ ମେଡିକା ଡିକାଲ କଲେଜରେ P ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ହୋହାଜ୍ଜା ଲାଗି ରହିଛି । ଏହି ଘଟଣା ପରେ ମହିଳାଙ୍କ ସୁରକ୍ଷାକୁ ନେଇ ପୂଣି ଥରେ ଉଠିଛି ପ୍ରଶ୍ନ | ବିଳମ୍ବିତ ରାତିରେ ମହିଳା ଓ ଯୁବତାମାନେ ନେ କୌଣସି ସ୍ଥାନକୁ ଏକୁଟିଆ ଯାତ୍ରା କରିବାକୁ ଅସୁରକ୍ଷିତ ଅସୁରକ୍ଷିତ ମଣୁଛନ୍ତି। ଛନ୍ତି I ସେହିପରି କର୍ମଜୀବୀ ମହିଳାମାନେ ମଧ୍ୟ ରାତିରେ କର୍ମକ୍ଷେତ୍ରରେ ରହିବାକୁ ଭୟ କରୁଥିବା ବେଳେ ଡ୍ୟୁଟି ସରିବା ପରେ ଘ ଘରକୁ କେମିତି ଫେରିବେ ତାକୁ ନେଇ ଚିନ୍ତାରେ ତୁଛନ୍ତି । ବ୍ରହ୍ମପୁର ସହରରେ ମଧ୍ୟ ଏମିତି ଅନେକ କର୍ମସ୍ଥଳୀ ରହିଛି ଯେଉଁଠି ମହିଳାମାନେ ରାତିରେ କାମ କରୁଛନ୍ତି । ସେହିପରି ବ୍ରହ୍ମପୁର ରେଳ ଷ୍ଟେସନ ଓ ଓ ବସଷ୍ଟାଣ୍ଡକୁ ପ୍ରତ୍ୟେକ ରାତିରେ ଶହଶହ ମହିଳା * ଯାତ୍ରୀ । ଯାତାଯାତ କରୁଛନ୍ତି । ଏସବୁ ଦୃଷ୍ଟିରୁ ଗାତିଅଧରେ ବ୍ରହ୍ମପୁର ସହରରେ ଏକୁଟିଆ ମହିଳାଙ୍କୁ ସୁରକ୍ଷିତ ଘରେ ପହଞ୍ଚାଇବାକୁ ବ୍ରହ୍ମପୁର ପୁଲିସ ପକ୍ଷରୁ ମାଗଣା ପରିବହନ ଯୋଜନା ପ୍ରଚଳନ କରାଯାଇଛି I ରାତି ୧୦ଟା ଠାରୁ ସକାଳ ୬ଟା ମଧ୍ୟରେ ଯଦି କେହି ମହିଳା କୌଣସି ନସି ସ୍ଥାନରେ ଏକୁଟିଆ ଅଛନ୍ତି । ଏବଂ ଏବଂ ନିଜ ନିଜ ଘରକୁ ଫେରିବାକୁ କୌଣ Sଣସି ମାଧ୍ଯମ ପାଇନାହାନ୍ତି 666 6 ବ୍ରହ୍ମପୁର ପୁଲିସର ସହାୟତା ନେଇପାରି 1 ଜାରି ହୋଇଥିବା ହେଲ୍ପଲାଇନ ନମ୍ବର ১৯০১ ୭୮.୩୭୦୧୮ ୫୫୫ ୧ ଯୋଗାଯୋଗ କରି ସେ ପୁଲିସ ଗାଡିକୁ ଡାଳି ସହାଗତା ନେଇପାରିବେ । ମହିଳା ଜଣକ କଲ୍ କରିବା ପରେ ପୁଲିସ ପକ୍ଷରୁ କଣ୍ଟ୍ରୋଲ ରୁମରେ ଥିବା ଗାଡି ଅଥବା ସେହି ସେହି ଆ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ପିସିଆର ଗାଡି ମହିଳାଙ୍କ ନିକଟରେ ତୁରନ୍ତ ପହଞ୍ଚି ତାଙ୍କୁ ସୁରକ୍ଷିତ ଭାବେ ଘରେ ଛାଡିଦେବ ବୋଲି । ପୁଲିସ ପକ୍ଷରୁ କୁହାଯାଇଛି । ପୁଲିସ ପକ୍ଷରୁ ମହିଳାଙ୍କ ଏହି ହଁ ସେବା ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯିବ କରାଯିବ ବୋଲି ବୋଲି ଜଣାପଡିଛି । । ବ୍ରହ୍ମପୁର ପୁଲିସ ଜିଲ୍ଲା ପକ୍ଷରୁ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।