ଭରତପୁର ଥାନାରେ ଲାଗିଲା ୧୬ଟି ସିସିଟିଭି

ଭୁବନେଶ୍ବର: ରାଜଧାନୀର ଭରତପୁର ଥାନାରେ ଲାଗିଲା ସିସିଟିଭି। ମନିଟରରେ ରେକର୍ଡ ହୋଇଛି ଥାନାକୁ ଆସୁଥିବା ସମସ୍ତ ଲୋକଙ୍କ ଦୃଶ୍ୟ। ଥାନାରେ ୨୫ଟି ସିସିଟିଭି ଲାଗିବା ପାଇଁ ଯୋଜନା ଥିବା ବେଳେ ଏବେ ମାତ୍ର ୧୬ଟି ସିସିଟିଭି ଲାଗିଛି। ଖୁବଶୀଘ୍ର ଅବଶିଷ୍ଟ ସମସ୍ତ ସିସିଟିଭି ଲାଗିବ ବୋଲି ସୂଚନା ମିଳିଛି ।

ପୀଡ଼ିତା-ପୁଲିସ ବିବାଦକୁ ନେଇ ଚର୍ଚ୍ଚାରେ ଥିବା ଭରତପୁର ଥାନାରେ ଇତିମଧ୍ୟରେ ଜଣେ ନୂଆ ଆଇଆଇସି ଦାୟିତ୍ବ ଗ୍ରହଣ କରିଛନ୍ତି ।

Leave a Reply

Your email address will not be published. Required fields are marked *