
ଭଞ୍ଜନଗର, ( ଓଡ଼ିଶା ଟୁଡେ) :ଭଞ୍ଜନଗର ସହରର ଖାଲାସିସାହି ପାତ୍ର କଲୋନୀ ପରିସରରେ ଥିବା ଇବ୍ୟ ଗାୟତ୍ରୀ ମନ୍ଦିରର ବୈଷ୍ଣବ ଲବନ ନିର୍ମାଣ ନିମନ୍ତେ ଆଜି ଭୁମି ପୂଜନ କାର୍ଯ୍ୟକ୍ରମ ସହିତ ପ୍ସରା ରୋପଣ, ଗାୟତ୍ରୀ ମନ୍ତ୍ର ଲିଖନ ପୁସ୍ତକ ବଣ୍ଟନ ସହିତ ଗାୟତ୍ରୀ ଘରିବାର ସଦସ୍ୟଙ୍କ ସ୍ୟଙ୍କ ଦ୍ଵାରା ଏକ କୁଣ୍ଡିୟ ଗାୟତ୍ର ୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ସହର ଖାଲାସି ସାହି ପାତ୍ର କଲୋନୀ ମଧ୍ୟରେ ଥିବା ଭବ୍ୟ ଗାୟତ୍ରୀ ଶକ୍ତି ପୀଠ ଠାରେ କାଲି ଅର୍ଥାତ୍ ୨୯ ସେପ୍ଟେମ୍ବର ରବିବାର ୨୦୨୪ ଦିନ ସକାଳ ୭ ଘଣ୍ଟିକା ସମୟରେ ବିଧାୟକଙ୍କ ସହିତ ଜନସାଧାରଣ ଓ ଗାୟତ୍ରୀ ପରିବାର ସଦସ୍ୟଙ୍କ ଯୋଗଦାନ ହୋଇଥିଲା ।
ପରେ ପରେ ସନାତନ ହିନ୍ଦୁ ନିତି ରିତି ଓ ଶାସ୍ତ୍ରୀୟ ମନ୍ତ୍ର ଉଚ୍ଚାରଣ ରେ ଗାୟତ୍ରୀ ହୋମ ଯଜ୍ଞ ଓ ମନ୍ତ୍ର ପାଠ ଆରମ୍ଭ Sହୋଇଥିଲା। ଏହା ସହିତ ମନ୍ଦିର ଘରିସରରେ ଅତିଥି ଭବନ ବୈଷ୍ଣବ ଭବନ)ର ଶିଳାନ୍ୟାସ –ଦ୍ଧେଶ୍ୟରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ସପତ୍ନିକଡୁମାଣୀଖବରଯୋଗ ଦେଇ ଏକ କୁଣ୍ଡିୟ ଗାୟତ୍ରୀ ଯଜ୍ଞରେ ଯୋଗଦାନ କରିଥିଲେ । ଏଥିରେ ଗାୟତ୍ରୀ ପରିବାରର ଶତାଧିକ ଭକ୍ତ ଯୋଗଦେଇ ଗଦେଇ ଥିଲେ। ଗାୟତ୍ରୀ ଶକ୍ତି 910 ଠାରେ ବିଧାୟକ ଊରା ହେ ରୋପଣ କରି ଥି ବା ସହିତ ଗାୟତ୍ରୀ ପରିବାର ସଦସ୍ୟଙ୍କ ଦ୍ଵାରା ମନ୍ତ୍ର ଲିଖନ ପୁସ୍ତକ ସହିତ ବାଳିକା ଓ ଦିଆଯାଇଥିଲା। ଇଂଜନଗ ଗାୟତ୍ରୀ ଶକ୍ତିପୀଠରେ ଗାୟତ୍ରୀ ଗାୟତ୍ରୀ ଛୋଟ ଶିଶୁ ମହିଳା ମାନଙ୍କୁ ପରି ବାର ତରଫରୁ ଦ ଜନଗର ଗାୟତ୍ରୀ ଦଣ୍ଡପାଣି ଗୈୟଡ, ରବିନ୍ଦ୍ର ମହାକୁଡ଼, ସୁରେନ୍ଦ୍ର ଗୌଡ଼, ପ୍ରମୋଦ କୁମାର ପାଢ଼ୀ, ସୂର୍ଯ୍ୟ ରାଉତ, ପିତାମ୍ବର ପ୍ରଧାନ, ଦିଲ୍ଲୀପ ସ୍ଵାଇଁ, ରାଜେନ୍ଦ୍ର ସ୍ଵାଇଁ, ପଞ୍ଚୁନାଥ ସେଠୀ, ଲକ୍ଷ୍ମୀ ନାରାୟଣ ପଣ୍ଡା, ପୂର୍ଣ୍ଣ ବାସୀ ଗୌଡ୍, ପିଣ୍ଟୁ, ଜାଜ୍ଞସେନି ରାଉତ, କଲ୍ୟାଣୀ ସେଠୀ, ଲକ୍ଷ୍ମୀ ରାଉ ପରିଜନ ରି ଜନ ଯୋଗ ଦେଇଥିଲେ। ଏଥିସହିତ ମାନସ ଜେନା, ଶିବ ପ୍ରସାଦ ମହାପାତ୍ର, ରବିନ୍ଦ୍ର ରବିନ୍ଦ୍ର ଗୌଡ଼, ନିଳମାଧବ ପାତ୍ର, କେଦାର ପାତ୍ର ପ୍ରମୁଖ ବ୍ୟକ୍ତିପୂ ମୁ ଖବିଶେଷଙ୍କ ଯୋଗଦାନ ଥିଲା। କେବଳ ଭଞ୍ଜନଗର କାହିଁକି ସାରା ବିଶ୍ଵରେ ଯେତେ ଗାୟତ୍ରୀ ଶକ୍ତିପୀଠ ବି ଦ୍ୟମାନ ସେହି ପ୍ରତ୍ୟେକ ଶକ୍ତି ପିଠ ମାଧ୍ୟମରେ ନାରୀ ଜାଗରଣ, ବୃକ୍ଷ ରୋପଣ, ନିଶା ନିବାରଣ କୁ-ରୀତି ଓ ଅଶ୍ଳୀଳତା ନିବାରଣ ଯୋଗ ଆସନ ପ୍ରାଣାୟମ ମାଧ୍ୟମରେ ଶରୀର ରକ୍ଷା ତଥା ଭାରତୀୟ ସଂସ୍କୃତିର ପ୍ରସ୍ପର ପ୍ରସାର କରାଯାଏ ଓ ସାରା ବିଶ୍ଵରେ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣର ମହତ୍ଵ ବିଷୟରେ ଚର୍ଚ୍ଚା ମଧ୍ୟ କରାଯାଏ ।