ଜିପିଆର ସର୍ଭେ ରିପୋର୍ଟ ପରେ ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବେ: ଆଇନ ମନ୍ତ୍ରୀ

ଭୁବନେଶ୍ବର: ରତ୍ନଭଣ୍ଡାରକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜିପିଆର ସର୍ଭେର ରିପୋର୍ଟ ଆଉ ଦୁଇ ଚାରି ଦିନରେ ଆସିବ। ରିପୋର୍ଟ ଆସିବା ପରେ ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବେ। ଚଟାଣ ତଳେ କିମ୍ବା କାନ୍ଥ ଭିତରେ କିଛି ମୂଲ୍ୟବାନ ରତ୍ନ ଅଛି ସୁନା, ମଣି ମାଣିକ୍ୟ ଥିବାର ସ୍ପଷ୍ଟତା ଆସିଲା ଅବା ସୁଡ଼ଙ୍ଗ ଅଛି। ଯଦି କିଛି ନାହିଁ, ରିପୋର୍ଟ ଆସିବା ପରେ ଏଏସ୍‌ଆଇ ମରାମତି କରିବ। ତେବେ ସରକାର ନିଷ୍ପତ୍ତି ନେବେ କଣ କରାଯିବ ।

Leave a Reply

Your email address will not be published. Required fields are marked *