
ଭଞ୍ଜନଗର (ଓଡିଶା ଟୁଡେ) : ମଙ୍ଗଳବାର ଭଞ୍ଜନଗର ବ୍ଲକ ବଦାଙ୍ଗି ସମେତ କେ କେତେକ ଗ୍ରାମରେ ବିଜେଡିର ଜନସମ୍ପର୍କ ମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି। ବଦାଙ୍ଗି ପଦଯାତ୍ରାରେ ରେ ବ୍ଲକ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ ଅଧ୍ଯକ୍ଷତା କରିଥିଲେ। ପୂର୍ବତନ ମନ୍ତ୍ରୀ ବିକ୍ରମ ଦେ କେଶରୀ ଆରୁଖ ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ ସୁଭଦ୍ରା ଯୋଜନା ପ୍ରତିଶ୍ରୁତି ଅନୁଯାୟୀ ଭାଜପା ସରକାର କାର୍ଯ୍ୟକାରୀ କରିନାହାଁନ୍ତି। ।
ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଭାଜପା କ୍ଷମତାକୁ ଆସିଛି ଅଛିବୋଲି ସେ ଅଭିଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବିଜେଡି ନେତା ଦିବାକର ନାୟକ, ଜିଲା ପରିଷଦ ସଭ୍ୟ ଜିତେନ୍ଦ୍ର କେଶରୀ ଆରୁଖ, ଭାଗ୍ୟଲତା ସେଠୀ, ବିଜେଡି ଜିଲା ଉପସଭାପତି ରାଜକୁମାର ସାହୁ, ବ୍ଲକ ଯୁବ ବିଜେଡି ସଭାପତି ରବିନ୍ଦ୍ର ପ୍ରଧାନ, ଧ୍ୟାନ, ମହେନ୍ଦ୍ର କେଶରୀ । ଆରୁଖ, ଦିଲ୍ଲୀପ ଦାସ, କାଉନସିଲର ଟୁଟୁ ଜେନା ନାଙ୍କ ସମେତ ଅନେକ ସରପଞ୍ଚ, ସମିତିସଭ୍ୟ ଉପସ୍ଥିତ ଥ୍ ଥିଲେ। ବ୍ଲକ ଅଧ୍ୟକ୍ଷ ନରି ସଭାନାୟକ ଏବଂ ଉପାଧ୍ଯକ୍ଷା ରାଜଲକ୍ଷ୍ମୀ ପ୍ରଧାନ ପ୍ରଧାନ ଆଜିର କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ ।