ଭୁବନେଶ୍ବର : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ଆଜି…
Day: December 10, 2024
କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶାର ସାଂସଦଙ୍କ ଆଲୋଚନା
ନୂଆଦିଲ୍ଲୀ : ଓଡ଼ିଶାରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ବନ୍ଦର, ନଦୀ ଜଳମାର୍ଗ ସମୂହର ବିକାଶ ପାଇଁ କ୍ରିୟାନ୍ୱୟନ…
ରାଜ୍ୟସଭା ଉପନିର୍ବାଚନ: ଓଡ଼ିଶା ପାଇଁ ସୁଜିତ କୁମାର ଏକମାତ୍ର ପ୍ରାର୍ଥୀ
ଭୁବନେଶ୍ୱର: ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ସୁଜିତ କୁମାର ପୂରଣ କରିବେ। ପ୍ରାର୍ଥୀପତ୍ର ଦାଖଲ ପାଇଁ ଆଜି ସମୟ…
‘ଭାଷାର ସୀମା ରହିବା ଉଚିତ ନୁହେଁ’
ଭୁବନେଶ୍ୱର: ଭାଷା ଭିତ୍ତିକ ରାଜ୍ୟ ଭାବରେ ଓଡ଼ିଶା ଗଠନ ହୋଇଥିଲେ ସୁଦ୍ଧା ଆମେ କେହି ଆମ ଭାଷା ପ୍ରତି ସଚେତନ ହେଉନାହେଁ।…
ସିରିଆ ବିଦ୍ରୋହ ପରେ ଇସ୍ରାଏଲ୍-ଆମେରିକାର ମିଳିତ ଆକ୍ରମଣ
ୱାଶିଂଟନ: ମଧ୍ୟପ୍ରାଚ୍ୟର ଅବସ୍ଥା ଗୁରୁତର ହେବାରେ ଲାଗିଛି। ଇସ୍ରାଏଲ, ଆମେରିକା ଏବଂ ତୁର୍କୀ ଭଳି ଅନେକ ଦେଶର ସାମରିକ କାର୍ଯ୍ୟକଳାପ ଯୋଗୁ…
କାହା କଥାରେ ପଡ଼ି ରାସ୍ତାରେ ଗଡ଼ିବାର ଆବଶ୍ୟକତା ନାହିଁ: ପ୍ରଭାତୀ ପରିଡ଼ା
ଭୁବନେଶ୍ବର: ମିଶନ ଶକ୍ତିକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ମିଶନ ଶକ୍ତିର ମହିଳାଙ୍କୁ କେହି…
ହାଇୱେ ହୋଣ୍ଡା ପରିସରରେ ଆଦିତ୍ୟ ଗ୍ରୁପର ୨୧ ତମ ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ବର: ହାଇୱେ ହୋଣ୍ଡା ପରିସରରେ ଆଦିତ୍ୟ ଗ୍ରୁପ୍ ଏହାର ୨୧ ତମ ପ୍ରତିଷ୍ଠା ଦିବସ “ATHYULAM” ପାଳନ କରିଛି । ଏହି…
ମହିଳାଙ୍କୁ ରାଜନୈତିକ ହତିଆର ଭାବେ ବ୍ୟବହାର କରୁଛି ବିଜେଡି: ଟଙ୍କଧର ତ୍ରିପାଠୀ
ଭୁବନେଶ୍ବର: ମିଶନ ଶକ୍ତି ମହିଳା ପ୍ରସଙ୍ଗରେ ଗୃହରେ ମୁହାଁମୁହିଁ ଶାସକ ବିରୋଧୀ। ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ଝାରସୁଗୁଡ଼ା ବିଜେପି ବିଧାୟକ…
ଆସନ୍ତା ମାସରେ ଆରମ୍ଭ ହେବ ହେବ ପକ୍ଷୀ ଗଣନା.: ମନ୍ତ୍ରୀ
ଭୁବନେଶ୍ବର: ଓଡ଼ିଶାରେ ଆସନ୍ତା ମାସରେ ଆରମ୍ଭ ହେବ ହେବ ପକ୍ଷୀ ଗଣନା। ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ…