ଟ୍ରକ୍ କୁ ପିଟିଲା ଓଏସଆରଟିସି ବସ୍: ବହୁ ଯାତ୍ରୀ ଆହତ, ଡାକ୍ତରଖାନାରେ ଭର୍ତ୍ତି

ଚିଲିକା: ୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ ଥାନା ନିକଟ କହ୍ନେଇପୁର ଛକରେ ଏକ ଓଏସଆରଟିସି ବସ୍ ରାସ୍ତାରେ ଠିଆ ହୋଇଥିବା ଟ୍ରକ୍ କୁ ପିଟଛି। ଏହାଫଳରେ ବହୁ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଟାଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଆଜି ସକାଳ ପ୍ରାୟ ୯ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ ଥାନା ନିକଟ କହ୍ନେଇପୁର ଛକରେ ଏକ ଓଏସଆରଟିସି ବସ୍ ରାସ୍ତାରେ ଠିଆ ହୋଇଥିବା ଟ୍ରକ୍ କୁ ପିଟଛି। ଏହାଫଳରେ ବହୁ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଟାଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସଟି ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବାର ସୂଚନା ରହିଛି। ଆଜି ସକାଳ ପ୍ରାୟ ୯ଟାବେଳେ ଏହି ଦୁର୍ଘଟଣା ଘଟିଛି। ବସଟି ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବାର ସୂଚନା ରହିଛି ।

Leave a Reply

Your email address will not be published. Required fields are marked *