ଗଞ୍ଜାମ ପୋଲିସ ର ସ୍ପେଶଲ ଡ୍ରାଇଭ୍ ରେ ୧୮ ଅଭିଯୁକ୍ତ ଗିରଫ, ୧୭ ମାଉଜର ଜବତ

ଛତ୍ରପୁର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): 17ଟି ମାଉଜର ଜବତ,18ଅଭିଯୁକ୍ତ ଗିରଫ ଗତ ଦୁଇ ସପ୍ତାହରେ ପୋଲିସର ସ୍ପେଶାଲ ଡ୍ରାଇଭରେ ମିଳଲା ବଡ଼ ସଫଳତା,୧୭ଟି ମାଉଜର, ୬୬ଟି ଅଫୁଟା ଗୁଳି ସହିତ ୧୬ ମୋବାଇଲ ଜବତ,୧୮ ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ, ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରରେ ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର ।

Leave a Reply

Your email address will not be published. Required fields are marked *