ପିପିଲି: ହୋମ ଯଜ୍ଞ ସାଙ୍ଗକୁ ଗାୟତ୍ରୀ ମନ୍ତ୍ରରେ ଗୁଞ୍ଜରିତ ହେଉଛି ମନ୍ଦିର ପରିସର । ବ୍ରାହ୍ମଣ ପଣ୍ଡିତଙ୍କ ଦ୍ଵାରା କରାଯାଉଛି ମନ୍ତ୍ର…
Day: August 13, 2025
ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ରିରଙ୍ଗା ଯାତ୍ରା: ସାମିଲ ହେଲେ ଆଇନ ମନ୍ତ୍ରୀ
ଖୋର୍ଦ୍ଧା: ୭୯ ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଆହ୍ୱାନ କ୍ରମେ ଆଜି ଖୋର୍ଦ୍ଧା ଜିଲ୍ଲା…
ଆଇଏନଏସ ଚିଲିକା ପକ୍ଷରୁ ଯୁଦ୍ଧ ଜାହାଜ ପ୍ରଦର୍ଶନୀ
ଭୁବନେଶ୍ଵର: ଭାରତୀୟ ନୌସେନା ଚିଲିକା ୟୁନିଟ ପକ୍ଷରୁ କିଟ ବିଶ୍ୱବିଦ୍ୟାଳୟ ପରିସରରେ ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶାତ୍ମକବୋଧ ବାଦ୍ୟ ଯନ୍ତ୍ର ପରିବେଷଣ…
“ହର ଘର ତ୍ରିରଙ୍ଗା” ଅଭିଯାନରେ ତ୍ରିରଙ୍ଗା ଉତ୍ତୋଳନ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ‘‘ହର ଘର ତ୍ରିରଙ୍ଗା” ଅଭିଯାନ…
ବାଣିଜ୍ୟ ଚୁକ୍ତିରେ ଦୃଢ଼ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କୃଷକ ସଂଗଠନ
ନୂଆଦିଲ୍ଲୀ: ଦେଶର କୋଣ ଅନୁକୋଣରୁ ବହୁ ସଂଖ୍ୟକ କୃଷକ ସଙ୍ଗଠନ ମୁଖ୍ୟ ଏବଂ କୃଷକ ଭାଇ ଓ ଭଉଣୀମାନେ କେନ୍ଦ୍ର କୃଷି…
ଆସୁଛି ସ୍ୱାଧୀନତା ଦିବସ; ହାଇଆଲର୍ଟରେ ରାଜ୍ୟ, ବ୍ଲକିଂ-ଚେକିଂ ଆରମ୍ଭ, ସବୁ ଜିଲ୍ଲାକୁ କଡ଼ା ନିର୍ଦ୍ଦେଶ
ଭୁବନେଶ୍ୱର: ଆସୁଛି ସ୍ବାଧୀନତା ଦିବସ । ଚାରିଆଡେ ହେବ ସେଲିବ୍ରେସନ । ଏଥିପାଇଁ ଏବେଠୁ ଦେଖିବାକୁ ମିଳିଲାଣି ତ୍ରିରଙ୍ଗା ଯାତ୍ରା ।…
ଆଇଟିଆଇ ପାଠ୍ୟକ୍ରମର ଉନ୍ନତିକରଣ ରୋଡମ୍ୟାପ୍ ପାଇଁଓଡ଼ିଶା ପ୍ରମୁଖ ଶିଳ୍ପୋଦ୍ୟୋଗୀମାନଙ୍କୁ ଏକାଠି କରିଛିଆଇଟିଆଇ ଉନ୍ନତିକରଣ ପାଇଁ ଜାତୀୟ ଯୋଜନା ଉପରେ ପରାମର୍ଶଦାତା କର୍ମଶାଳା
ଭୁବନେଶ୍ୱରର ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଆଜି ରାଜ୍ୟରେ ବୈଷୟିକ ଶିକ୍ଷାର ଭବିଷ୍ୟତ ଗଠନ ପାଇଁ ନୀତି ନିର୍ଦ୍ଧାରକ, ଶିଳଳ୍ପୋଦ୍ୟୋଗୀ ଏବଂ ତାଲିମ…
ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା, ‘ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ’ –
ପୁରୀ( ବଳରାମ ତ୍ରିପାଠୀ): ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା । ଶ୍ରୀମନ୍ଦିରକୁ ଆତଙ୍କବାଦୀ ଆକ୍ରମଣ ଧମକ ଚେତାବନୀ । ପରିକ୍ରମା…