
ସୋରଡ଼ା ୨୦/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ ପରିସର ରେ ସ୍ୱଚ୍ଛ ଉତ୍ସବ ଅନୁଷ୍ଠିତ ଯାଇଛି ।ଏହା ୧୭ ସେପ୍ଟେମ୍ବର୍ ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ପାଳନ ହେବାକୁ ଥିବାବେଳେ ଆଜି ଏହି କାର୍ଯ୍ୟକ୍ରମ ସୋରଡ଼ା ସୋରଡ଼ା ବ୍ଲକ୍ ପରିସର ରେ ପାଳିତ ହୋଇଥାଲା ଏଥିରେ ସୋରଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର ଉପସ୍ଥିତ ରହି ସୋରଡ଼ା ସହ ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟବହାର କରିବା ନାହି ଜହରି ଫଳର ଅଞ୍ଚଳ ସ୍ୱଚ୍ଛ ରହିବ ସେ ଉପରେ ସ୍ଥାନିୟ ଜନପ୍ରତିନିଧି ଙ୍କ ଓ ଅଙ୍ଗନୱାଡ଼ି ,ଏଡିଓ ଓ ସମସ୍ତ ଅନ୍ୟ କିଛି ବିଭାଗ ର କର୍ମଚାରୀଙ୍କ ସହିତ ଆଲୋଚନା କରିଥଲେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ସଞ୍ଜୀବ ରାଜ ସେନାପତି , ଗୁରୁଦେବ ଗୌଡ଼ ସହକାରୀ ଯନ୍ତ୍ରୀ , ୬୩ ନମ୍ବର୍ ଜିଲ୍ଲାପରିଷଦ ସମରେନ୍ଦ୍ର କୁମାର ସାହୁ , ସୋରଡ଼ା ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସବିତା ସାବତ ଗୋଛା ସରପଞ୍ଚ ତ୍ରିଲୋଚନ ସାହୁ , ଗାଜଲବାଡ଼ି ସରପଞ୍ଚ ରଶ୍ମିତା ଆଚାର୍ଯ୍ୟ , ଗୋପାଳପୁର ଶାସନ ସରପଞ୍ଚ ଦେବରାଜ ମଲ୍ଲିକ, ଓ ଜିତୁ ନାୟକ ସଫେଇ ମିତ୍ର ସୋରଡ଼ା ବ୍ଲକ୍ ଉପସ୍ଥିତ ଥିଲେ ।