ବିଜୁ ଏକ୍ସପ୍ରେସ ୱେ ରେ ଟ୍ରକ ଓଲଟି ଡ୍ରାଇଭର ଗୁରୁତର

ନୂଆପଡା(ପରମେଶ୍ୱର ମେହେର)ବୋଡେନ ବ୍ଲକ ର ବିଜୁ ଏକ୍ସପ୍ରେସ ୱେ ରେ କିରକେଲା ଗ୍ରାମ ନିକଟରେ ଏକ ମାଲ ଯାଉଥୂବା ବୋଝେଇ ଟ୍ରକ ନୂଆପଡା ପଟକୁ ଯା ବେଳେ ଭାର ସାମ୍ୟ ହରାଇ ଓଲଟି ପଡିଛି । ଡ୍ରାଇଭର ଗୁରୁତର ଅବସ୍ଥାରେ ନୂଆପଡା କୁ ପଠାଯାଇଥିବାବେଳେ ଗାଡି ହେଲ୍ସର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି, ବୋଡେନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧୂକ ତଦନୁ ଚଳେଇ ଛନ୍ତି।