
ପୋଲସରା ୦୨/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଅପରେସନ ସାଇବର କବଚରେ ପୋଲସରା ପୋଲିସ ପକ୍ଷରୁ ୬ଟି ମ୍ୟୁଲ ଆକାଉଣ୍ଟରେ ୧୪ ଲକ୍ଷ ୪୭ ହଜାର ୮୦୭ଟଙ୍କା କାରବାର ଅଭିଯୋଗରେ ଗତକାଲି ଅର୍ଥାତ ୦୧/୦୩/୨୬ ତାରିଖରେ ଚଢିଆପଡାର ପପୁ ସାହୁ (୨୭)କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। କେସ ନଂ ୧୨୩ ରେ ତଦନ୍ତ ଜାରି ରହିଛି।