ସରକାରଙ୍କ ବଡ଼ ପଦକ୍ଷେପ; she-boxରେ ଅପଲୋଡ ବାଧ୍ୟତାମୂଳକ

FM କଲେଜ ଘଟଣା ପରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ
-ନିର୍ଯାତନା ଅଭିଯୋଗ ଓ ସମାଧାନର ସଂପୂର୍ଣ୍ଣ ତଥ୍ୟ shebox ପୋର୍ଟାଲରେ ହେବ ଅପଲୋଡ୍
-ଏନେଇ ସମସ୍ତ ଶିକ୍ଷାନୁଷ୍ଠାନକୁ ଉଚ୍ଚଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ
-ଶିକ୍ଷାନୁଷ୍ଠାନ ବା କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ଅପଲୋଡ୍ କରିବେ
-ସମାଧାନ କରାଯାଇଥିବା ଅଭିଯୋଗ ସଂଖ୍ୟା ବି ଅପଲୋଡ୍ କରିବେ ଶିକ୍ଷାନୁଷ୍ଠାନ
-ବିଭାଗ/କାର୍ଯ୍ୟାଳୟ ସ୍ତରରେ ଆଭ୍ୟନ୍ତରୀଣ କମିଟିର ବିବରଣୀ ବି ହେବ ଅପଲୋଡ୍
-ଅଗଷ୍ଟ ୧ ସୁଦ୍ଧା she-box ପୋର୍ଟାଲରେ ଅପଲୋଡ୍ କରିବାକୁ ନିର୍ଦ୍ଦେଶ

Leave a Reply

Your email address will not be published. Required fields are marked *