ଓଡ଼ିଶାରେ ମେଟ୍ରୋ ଗଡିବା ପାଇଁ ପ୍ରସ୍ତୁତି ଆରମ୍ଭ, ଡିପିଆର ପ୍ରସ୍ତୁତ କରିବା ଦିଲ୍ଲୀ ମେଟ୍ରୋ କର୍ପୋରେସନ୍



Below setting will not reflect on main Blog Page

ଭୁବନେଶ୍ୱର: ଓଡ଼ିଶାରେ ମେଟ୍ରୋ ଗଡିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଜ୍ୟରେ ମେଟ୍ରୋ ଟ୍ରେନ ଗଢିବା ପାଇଁ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ପରେ ଆଉ ପାଦେ ଆଗକୁ ବଢିଛନ୍ତି ସରକାର । ଓଡ଼ିଶାର ବହୁ ପ୍ରତିକ୍ଷୀତ ମେଟ୍ରୋ ପ୍ରକଳ୍ପ ଲାଗି ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍) ପ୍ରସ୍ତୁତ କରିବ ବୋଲି ଜଣା ପଡ଼ିଛି । ପ୍ରାଥମିକ ପର୍ଯ୍ୟାୟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ଡିପିଆର ପ୍ରସ୍ତୁତ ହେବ । ମେଟ୍ରୋ ଅପରେସନ ପ୍ଲାନ, ସିଗନାଲ, ଟେଲି ଯୋଗାଯୋଗ, ବିଦ୍ୟୁତ ଶକ୍ତି ଯୋଗାଣ ଆଦି ଦିଗକୁ ନେଇ ଡିପିଆର ପ୍ରସ୍ତୁତ ହେବ ।

Leave a Reply

Your email address will not be published. Required fields are marked *