ଭଞ୍ଜନଗର ଟାଇକୋଣ୍ଡ ଏକାଡେମୀ ଛାତ୍ର ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ସ୍ଵର୍ଣ ପଦକ ପାଇଲେ

ଭଞ୍ଜନଗର ୨୨/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଟାଇକୋଣ୍ଡ ର ଛାତ୍ର
ଆଦିନାଥ ବଳରାମ ପାୱାର ଭଦ୍ରକ ଠାରେ ହୋଇଥିବା ଓପେନ ଷ୍ଟେଟ ରାଜ୍ୟ ସ୍ତରୀୟ ଟାଇକୋଣ୍ଡ ଚାମ୍ପିୟନସିପ ଅଂଶଗ୍ରହଣ କରିଥିଲେ ସେଠି ସ୍ୱର୍ଣ୍ଣ ପଦକ ହାସଲ କରି, ଜାତୀୟ ସ୍ତର ପାଁଇ ମନୋନୀତ ହୋଇଥିଲେ , ରାଜସ୍ଥାନ ଜୟପୁର ସିଟି ଠାରେ ହେବାକୁ ଥିବା ଦ୍ଵିତୀୟ ଫେଡେରେସନ କପ ୨୦୨୫-୨୬
୧୮/୦୧/୨୬ ରୁ ୨୩/୦୧/୨୬
ସେ ଅଣ୍ଡର ୪୫ କିଲୋ ବର୍ଗ ରେ ଖେଳିବେ… ସେ ଆଗରୁ ବି ବହୁତ ଥର ଜାତୀୟ ସ୍ଥର ଓ ଅନ୍ତର ଜାତୀୟ ସ୍ଥର ରେ ପଦକ ହାସଲ କରି ଆସିଥାନ୍ତି. ଭଞ୍ଜ ମାଟି ପାଁଇ ସେ ଖେଳି ଆସୁଛନ୍ତି ଆହୁରି ଆଗାକୁ ଯିବାକୁ ସେ ପ୍ରତିଦିନ ଦୁଇ ଟାଇମ ଅଭ୍ୟାସ କରୁଛନ୍ତି, ଭଞ୍ଜନଗର ଟାଇକୋଣ୍ଡ କୋଚ ପ୍ରାଣ କୃଷ୍ଣ ଗୌଡ଼।