
ଭଞ୍ଜନଗର ୧୬/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଡି ଏ ଭି ପିଟି ଏସ ଆର ବିଦ୍ୟାଳୟର ଛାତ୍ର ସାଇ ଶ୍ୱରିତ ସେଠୀ ୯୮.୨ ପ୍ରତିଶତ ମାର୍କ ରଖି ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ଭଞ୍ଜନଗର ବାଇପାସ୍ ରୋଡ ବାସିନ୍ଦା ଅଟନ୍ତି। ସାଇ ଶ୍ଵରିତ ବିଦ୍ୟାଳୟ ଟପ୍ପର ହୋଇଛନ୍ତି।
ତାଙ୍କର ଏହି ସଫଳତା ରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଅଭିଭାବକ ଖୁସି ବ୍ୟକ୍ତ କରିଛନ୍ତି। ସାଇଙ୍କ ପିତା ହେଉଛନ୍ତି ବରୁଣ ସେଠୀ ଏବଂ ମାତା ହେଉଛନ୍ତି ସୌଦାମିନୀ ସେଠୀ।