ଇଣ୍ଟରନେଟ୍ ବ୍ୟାନ୍, ବିଦ୍ୟାଳୟ-କୋଚିଂ ସେଣ୍ଟର ବନ୍ଦ: ଦଳିତ ସଂଗଠନର ‘ଭାରତ ବନ୍ଦ’ର ପ୍ରଭାବ

ନୂଆଦିଲ୍ଲୀ: ଏସସି / ଏସଟି ସଂରକ୍ଷଣରେ କ୍ରିମି ଲେୟାର ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଅଗଷ୍ଟ ୨୧ ବୁଧବାର ଦିନ ଭାରତ କରା ଯାଇଛି। ଉତ୍ତରପ୍ରଦେଶ, ରାଜସ୍ଥାନ, ବିହାର ସମେତ ଅନେକ ରାଜ୍ୟରେ ଏହି ବନ୍ଦର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି। ଏହି ବନ୍ଦର ମିଶ୍ରିତ ପ୍ରଭାବ ଓଡିଶା, ଛତିଶଗଡ, ଝାଡଖଣ୍ଡ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ମଧ୍ୟ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *