କୁଲାଡ ଠାରେ ଶ୍ରୀ ଗୋବର୍ଦ୍ଧନ ପୂଜା ଏବଂ ଅନ୍ନକୁଟ ମହୋତ୍ସବ; ଯୋଗ ଦେଲେ ପରିବହନ ମନ୍ତ୍ରୀ ଓ ଭଞ୍ଜନଗର ବିଧାୟକ

ଭଞ୍ଜନଗର (ଓଡିଶା ଟୁଡେ) : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଳକ୍, କୁଲାଡ ଠାରେ ଶ୍ରୀ ଶ୍ରୀ ରାଧା ଗିରିଧାରୀ ଆଶ୍ରମ ପକ୍ଷରୁ କୁଲାଡ଼ ଠାରେ ଗୋବର୍ଦ୍ଧନ ପୂଜା ଏବଂ ଅନ୍ନକୂଟ୍ଟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି I ଏଥ୍ ନି ମିତ୍ତ କୁ ଲାଡ ଗ୍ରାମରେ ଆଜି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ସକାଳ ସମୟରେ ଆଶ୍ରମ ପକ୍ଷରୁ ୧୦୮ ଆଳତୀ, ମହାଭିଷେକ ବହୁ ଆଡମ୍ପର ସହକାରେ ରେ ରୀତି ତିନୀତି ଅନୁ ଯାୟୀ ପାଳ ନ ଳନ ହୋଇଥ୍ ଜାଜାହ ର ମହ। ର।ଜ, ଅବ । ବ ଧୂ ତ ମହାରାଜ, ଆଶ୍ରମ ମହାରାଜ, ଗୋସ୍ଵାମୀ ମହାରାଜ, ରାଧାକା ଦାନ୍ତ ମହାରାଜ ପ୍ରମୁଖ ସାଧୁ ଆସିଥିବା ବେଳେ ବ୍ରହ୍ମଚାରୀ ମାନେ ପ୍ରବଚନ ଦେଇଥିଲେ । ଏଥିରେ ଅତିଥ୍‌ ଭାବେ ରାଜ୍ୟ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବିଧାୟକ ପ୍ରଦ୍ୟୁମ୍ନପ୍ରବଚନ ମଣ୍ଡପକୁମାର ନାୟକ, ଏନ୍‌ଏସି ନଗରପାଳ ପାଳ ଗୋପବନ୍ଧୁ ମହାପାତ୍ର, ସଙ୍ଗଠକ ନୀଳମାଧବ ପାତ୍ର, ଧୋବା ଗୌଡ, ମାନସ ଜେନା ।

ଶିବଶଙ୍କର ପ୍ରଧାନ, ଶିବ ପ୍ରସାଦ ମହାପାତ୍ର, ବ୍ରହ୍ମାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ରହିଥିଳେ। ଏହାପରେ ଶ୍ରଦ୍ଧାଳୁଙ୍କ ଗହଣରେ ନଗର ସଂକୀ ର୍ଭ ର୍ଭନ ଅନୁଷ୍ଠିତ ହୋଇଥୁଲା । ଏହି ଅବସର Iରରେ ଭଗବାନ ଶ୍ରୀକୃଷ୍ଣଙ୍କ : ପର୍ବତ ଉଠାଇଥିବାର ଏକ ସୁନ୍ଦର ପ୍ରତିମା ସ୍ଥାପନ କରାଯିବା ସହ ୫୬ ଭୋଗରେ ୭୩୦ ପ୍ରକାର ରୁ ଉଦ୍ଧ ମି ଷ୍ଠାନ୍ନ,ଭୋଗ, ପ୍ର ସାଦ ଆଦି ଅର୍ପଣ କ ରା। ଯା ଇ ଥ୍ ଲା। ଏହି ଏହାପରେ ମଧ୍ୟାହ୍ନରେ ପ୍ରାୟ ୧୨ ହଜାରରୁ ଉଦ୍ଧ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେ ଆୟୋଜନ କରାଯାଇଥିଲା। ଗୁରୁ ଶ୍ଯାମଘନ ଶ୍ୟ ଦାସ,ପରମେଶ୍ୱ ଶ୍ୱର ଦାସ କୌଳ। ସ ସେବନର ଦାସ, ଅର ର କ୍ଷି ତ ପରିଚ୍ଛା, କେଶବ ଦାଶ, ଶ୍ୟାମା ଦାସ, ସ, ଜୀବ ନ ଦାସ, ଅଶୋ ପାତ୍ର, ପାତ୍ର, ଅଶୋକ ଦାସ ঘি ও କୁ ଲାଡ ଗ୍ରା ମବାସୀ ମ ପ୍ରମୁଖ ସହ ଯୋଗ କରିଥିଲେ I

Leave a Reply

Your email address will not be published. Required fields are marked *