Blog

ଚୌଦ୍ୱାର ପୌର ପାଳିକାର ଅର୍ଥ ସଙ୍କଟ, ତେଣୁ ଉଡି ପାରୁନି ତୀରଙ୍ଗା

ଚୌଦ୍ୱାର (ଶିବବ୍ରତ ଦାସ ): ଚୌଦ୍ୱାର ସହରରେ ବିଜୁ ବାବୁଙ୍କ ନାମରେ ଗଢ଼ିଉଠିଥିବା ମାର୍କେଟ କମ୍ପ୍ଲେକ୍ସରେ ଜାତୀୟ ପତାକା ତ୍ରିରଙ୍ଗା ଚିରିଯାଇଥିବା…

ପ୍ରଭାତଙ୍କ ଶକ୍ତି ପ୍ରଦର୍ଶନରେ ଚୌଦ୍ୱାର କଟକ ବିଜେପିରେ ଅସ୍ଥିରତା

ଚୌଦ୍ୱାର (ଶିବବ୍ରତ ଦାସ ):ରାଜ୍ୟସଭା ନିର୍ବାଚନ ପରଠୁ ରାଜ୍ୟର ରାଜନୀତିକ ମାହୋଲ ଗରମ ହୋଇଥିବା ବେଳେ, ଚୌଦ୍ଵାର-କଟକ ନିର୍ବାଚନ ମଣ୍ଡଳୀ ଏବେ…

ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପୁରୀ, ୪/୫(ବଳରାମ ତ୍ରିପାଠି) : ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଆଜି ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ…

ପଶ୍ଚିମବଙ୍ଗରେ ବିଜେପିର ବାଜିମାତ,ଭଞ୍ଜନଗରରେ ଉତ୍ସାହ

ଭଞ୍ଜନଗର ୦୪/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ପଶ୍ଚିମବଙ୍ଗରେ ୧୫ବର୍ଷର ତୃଣମୂଳ କଂଗ୍ରେସକୁ ପରାଜିତ କରି…

ହର୍ମୁଜ ଦେଇ ଭାରତ ଆସୁଛି ରନ୍ଧନ ଗ୍ୟାସ: ମେ’ ୧୩ରେ ପହଞ୍ଚିବ ୪୬ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଉତ୍ତେଜନା ଓ ତତଜନିତ ପରିସ୍ଥିତି ସମ୍ପର୍କରେ ସଦ୍ୟ ବିବରଣୀ ଜାରି କରିଛନ୍ତି ଭାରତ ସରକାର।…

ପାତାଳ ଗଙ୍ଗା ପର୍ଯ୍ୟଟନ କ୍ଷେତ୍ରରେ ପବିତ୍ରବୈଶାଖ ମେଳା ଆରମ୍ଭ

ନୂଆପଡ଼ା:ତା -୩-୫ (ପରମେଶ୍ୱର ମେହେର) ପାତାଳ ଗଙ୍ଗା ପର୍ଯ୍ୟଟନ କ୍ଷେତ୍ରରେ ପବିତ୍ରବୈଶାଖ ମେଳା ଆରମ୍ଭ । ନୂଆପଡ଼ା ଜିଲ୍ଲାର ବହୁ ପ୍ରସିଦ୍ଧ…

ରୂଚି ମସଲା କାରଖାନାରେ ମହିଳା କର୍ମଚାରୀଙ୍କୁ ମାନସିକ ନିର୍ଯାତନା; ମ୍ୟାନେଜରଙ୍କ ବିରୁଦ୍ଧରେ ମଧୁପାଟଣା ଥାନାରେ ମାମଲା

ଚୌଦ୍ୱାର (ଶିବବ୍ରତ ଦାସ ): କଟକର ମଧୁପାଟଣା ଅଞ୍ଚଳରେ ଥିବା ରୁଚି ମସଲା କମ୍ପାନୀକୁ ନେଇ ଏକ ଗୁରୁତର ଅଭିଯୋଗ ସାମ୍ନାକୁ…

ପୌତୃକ ସମ୍ପତି ଥାଇ ମଧ୍ୟ ସରକାରୀ ଜମିରେ ନଜର; ପ୍ରଶାସନ ନିରବ, ସଂଘର୍ଷର ଆଶଙ୍କା

ଚୌଦ୍ୱାର (ଶିବବ୍ରତ ଦାସ ): ଟାଙ୍ଗୀ ଚୌଦ୍ୱାର ତହସିଲ ଅଞ୍ଚଳରେ ଦିନକୁ ଦିନ ବଢ଼ୁଛି ଜବରଦଖଲ କାରୀଙ୍କ ଦୌରାତ୍ମ୍ୟ। ପ୍ରଶାସନର ନିଷ୍କ୍ରିୟତା…

ପ୍ରଭାତ ବିଶ୍ୱାଳଙ୍କ ବିଜେପି ପ୍ରବେଶ ଓ ପୁରୁଖା କର୍ମୀଙ୍କ ଭବିଷ୍ୟତ

ଚୌଦ୍ୱାର (ଶିବବ୍ରତ ଦାସ ):ବିଜେପି ଯଦି ପ୍ରଭାତଙ୍କୁ ଦଳରେ ସାମିଲ କରେ ତେବେ ପୁରୁଖାଙ୍କୁ ମିଳିବ ତ ସମ୍ମାନ? ବିଜେଡିର ପୂର୍ବତନ…

ଡଃ ଜାକିର ହୁସେନଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ମାରକୀ ବକ୍ତୃତା ଓ ପ୍ରତିଯୋଗିତା ଅନୁଷ୍ଠିତ

ଚୌଦ୍ୱାର (ଶିବବ୍ରତ ଦାସ )– ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ଜାକିର ହୁସେନଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ କଟକ ବଡ଼ବରସିଂହ ସ୍ଥିତ…