କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଖୁସି ଖବର, ପତ୍ର ଉପରେ GST ୫%କୁ ହ୍ରାସ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଜିଏସଟି ସ୍ଲାବକୁ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ପ୍ରେସମିଟ କରିଛନ୍ତି…

ସ୍କୁଲ ଛାତ୍ରଛାତ୍ରୀଙ୍କୁ ଧକ୍କା ଦେଲା ଅଟୋ, ତିନି ଗୁରୁତର

ଅନୁଗୁଳ: ସ୍କୁଲ ଛାତ୍ରଛାତ୍ରୀଙ୍କୁ ଧକ୍କା ଦେଲା ଅଟୋ । ଅନୁଗୁଳ ଜିଲ୍ଲା ଜରପଡା ଥାନା ଉଗୀ ଦେହୁରୀ ସାହି ନିକଟରେ ଏହି…

ଥାନା ସାମ୍ନାରେ ଜୀବନ ହାରିବାକୁ ଉଦ୍ୟମ, ଯୁବକଙ୍କୁ ଉଦ୍ଧାର କଲା ପୋଲିସ

ବାଙ୍କୀ : ଥାନା ସାମ୍ନାରେ ଜୀବନ ହାରିବାକୁ ଉଦ୍ୟମ। ବାଙ୍କୀ ଥାନା ସାମ୍ନାରେ ବିଷ ପିଇ ଜୀବନ ହାରିବାକୁ ଯୁବକଙ୍କ ଉଦ୍ୟମ।…

ଉପଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ଗ୍ରାମବାସୀ, ଚୁଡ଼ି ଓ ସିନ୍ଦୂର ଆଣି କଲେ ଅଭିନବ ପ୍ରତିବାଦ

ବଣାଇ : ୧୦ କିଲୋମିଟର ପାଦରେ ଚାଲି ଉପଜିଲ୍ଲାପାଳ ଅଫିସ୍ ଘେରିଲେ ୬ଶହରୁ ଅଧିକ ଗ୍ରାମବାସୀ । ପ୍ରଶାସନିକ ଅଧିକାରୀଙ୍କ ପାଇଁ…

ଶିକାରୀଙ୍କୁ ଧରାଇଦେଲା AI କ୍ୟାମେରା : ୪ ଶିକାରୀ ଗିରଫ, ୩ ବନ୍ଧୁକ ଓ ଧନୁତୀର ଜବତ

ଉଦଳା : ଶିକାରୀଙ୍କୁ ଧରାଇଦେଲା AI କ୍ୟାମେରା । ୪ ଶିକାରୀ ଗିରଫ ସହ ୩ ବନ୍ଧୁକ ଓ ଧନୁତୀର ଜବତ…

କଳାହାଣ୍ଡି ଜିଲ୍ଲାସ୍ତରୀୟ ଆଦି କର୍ମଯୋଗୀ ବୈଠକ

ଭବାନୀପାଟଣା : ତା. ୦୪/୦୯/ (ପର୍ଶୁରାମ ସିନ୍ଦୁର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ତନ୍ମୟ କୁମାର ଦରୱାନ…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ନେଲେ ସତ୍ୟଜିତ୍ ବେଣିଆ, ଫୋକସ ରେ ଟ୍ରାଫିକ ଓ ପେଟ୍ରୋଲିଙ୍ଗ କୁ ଗୁରୁତ୍ଵ

ଛତ୍ରପୁର :୦୪/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ରମ୍ଭା ଥାନା ଅଧୀନରେ ଥିବା ହୁମ୍ମା…

ସୋରଡା: ୨୪ କିଲୋ ଗଞ୍ଜେଇ ସହ ଏକ କାର ଜବତ , ଜଣେ ଗିରଫ

ସୋରଡ଼ା ୦୪/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବଡଗଡ ଥାନା ମାଣିକପୁର…

ଭଞ୍ଜନଗର: ସାର ଦୋକାନରେ କୃଷି ଅଧିକାରୀଙ୍କ ତନଖି

ଭଞ୍ଜନଗର ୦୪/୦୯( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ବ୍ଲକର ବିଭିନ୍ନ ସମବାୟ ସମିତିରେ ୟୁରିଆ…

ହନୁମାନ ମନ୍ଦିରରୁ ୫ କେଜି ରୂପା ଗଦା ଚୋରି ଘଟଣା : ୨ ଗିରଫ ସହ ଗଦା ଜବତ ଏବଂ ଜବତ ଗଦା ଗ୍ରାମବାସୀ ଙ୍କୁ ହସ୍ତାନ୍ତର

ଛତ୍ରପୁର, ୦୪/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଛତ୍ରପୁର ବ୍ଲକ୍‌ର ଭିକାରୀ ପଲି ପଞ୍ଚାୟତ…