ଆତଙ୍କବାଦୀଙ୍କୁ ମୂଳପୋଛ କରିଦିଅ, ଉଚ୍ଚସ୍ତରୀୟ ବୈଠକରେ ଗୃହମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ଦିଲ୍ଲୀରେ ଜମ୍ମୁ ଏବଂ କାଶ୍ମୀରର ସୁରକ୍ଷା ପରିସ୍ଥିତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା…

ମେଜର-ବାନ୍ଧବୀଙ୍କୁ ଦୁର୍ବ୍ୟବହାର ମାମଲା: ଖୁବ ଶୀଘ୍ର ରିପୋର୍ଟ ପ୍ରଦାନ କରିବେ କମିସନ

ଭୁବନେଶ୍ବର: କମିସନରେଟ୍‌ ପୁଲିସ ଅଧୀନ ଭରତପୁର ଥାନା ଅଂଚଳରେ ଗତବର୍ଷ ସେନାର ଜଣେ ମେଜର ଓ ତାଙ୍କର ବାନ୍ଧବୀଙ୍କ ଉପରେ ହୋଇଥିବା…

‘ଆମ ଓଡିଶା, ନବୀନ ଓଡିଶା’ର ଅଧା ପ୍ରକଳ୍ପ ବି ବିକଶିତ ଗାଁ ଯୋଜନାରେ ସମ୍ପୂର୍ଣ୍ଣ ହୋଇପାରିବ

ଭୁବନେଶ୍ୱର: ପୂର୍ବ ସରକାରଙ୍କ ଅଧାରେ ଅଟକିଥିବା ପ୍ରକଳ୍ପକୁ ବି ସମ୍ପୂର୍ଣ୍ଣ କରିବେ ରାଜ୍ୟ ସରକାର | ବିକାଶ ରାଜନୀତିରୁ ଉର୍ଦ୍ଧ୍ବରେ କହି…

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଖୋର୍ଦ୍ଧାରେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଖୋର୍ଦ୍ଧାରେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ…

ମହାକୁମ୍ଭରେ ବୁଡ଼ ପକାଇଲେ ମୋଦୀ; ରୁଦ୍ରାକ୍ଷ ଧରି ଜପିଲେ ମନ୍ତ୍ର

ପ୍ରୟାଗରାଜ: ମହାକୁମ୍ଭରେ ବୁଡ ପକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସେ ସେଠାରେ ପହଞ୍ଚିବା ପାଇଁ ଏକ ଡଙ୍ଗାରେ ଯାତ୍ରା କରିଥିବା ଜାଣିବାକୁ ମିଳିଛି।…

ବାରବାଟୀରେ ଭାରତ-ଇଂଲଣ୍ଡ ଦ୍ବିତୀୟ ଏକଦିବସୀୟ କ୍ରିକେଟ୍: ଟିକେଟ୍ ପାଇଁ କାଉଣ୍ଟରରେ ପ୍ରବଳ ଭିଡ଼

କଟକ: ଆସନ୍ତା ୯ତାରିଖ ରବିବାର ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଦ୍ବିତୀୟ ଏକଦିବସୀୟ କ୍ରିକେଟ୍ ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ(ଓସିଏ)…

ଭୋଟ୍ ଦେଉଛି ଦିଲ୍ଲୀ: ବିଜେପି, ଆପ୍ ଓ କଂଗ୍ରେସ୍ ମଧ୍ୟରେ କଡ଼ା ଟକ୍କର

ନୂଆଦିଲ୍ଲୀ: ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଆଜି ବୁଧବାର) ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ଭୋଟ୍‌…

ତ୍ରିବେଣୀ ସଂଗମରେ ଭୁଟାନ ରାଜା: ହେଲା ଭବ୍ୟ ସମ୍ବର୍ଦ୍ଧନା

ପ୍ରୟାଗରାଜ: ସୋମବାର ଲକ୍ଷ୍ନୌରେ ପହଞ୍ଚିଛନ୍ତି ଭୁଟାନ୍‌ର ରାଜା ଜିଗ୍‌ମେ ଖେସର ନାମଗେଲ ଓ୍ବାଙ୍ଗଚୁକ୍‌। ପ୍ରୟାଗରାଜର ମହାକୁମ୍ଭରେ ତାଙ୍କର ନିର୍ଦ୍ଧାରିତ ଗସ୍ତ ପୂର୍ବରୁ…

ଡାକିଛନ୍ତି ଡୋନାଲ୍ଡ ଟ୍ରମ୍ପ: ଆସନ୍ତା ୧୩ରେ ହ୍ବାଇଟ୍ ହାଉସରେ ମୋଦୀ-ଟ୍ରମ୍ପ ଭେଟଘାଟ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ହ୍ବାଇଟ ହାଉସକୁ ନିମନ୍ତ୍ରଣ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ଆସନ୍ତାକାଲି ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ: ପବିତ୍ର ଗଙ୍ଗାରେ ପକାଇବେ ବୁଡ

ପ୍ରୟାଗରାଜ: ମହାକୁମ୍ଭରେ ବୁଡ ପକାଇବେ ମୋଦୀ । ଆସନ୍ତାକାଲି ମହାକୁମ୍ଭରେ ସାମିଲ ହୋଇ ବୁଡ ପକାଇବେ ପ୍ରଧାନମନ୍ତ୍ରୀ । ଫେବ୍ରୁୟାରୀ 5…