ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ନବୀନଙ୍କ ନେତୃତ୍ବରେ ବିଜେଡିର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା

ଭୁବନେଶ୍ବର (ଓଡ଼ିଶା ଟୁଡେ): ଆଗାମୀ ନିର୍ବାଚନ ପାଇଁ ବିଜେଡି ୪୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକା ଜାରି କରିଛି। ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ଘୋଷିତ ତାରକା ପ୍ରଚାରକଙ୍କ ତାଲିକାରେ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବର ଷ୍ଟାର କ୍ୟାମ୍ପେନର ରହିବେ। ତାଲିକାରେ କାର୍ତ୍ତିକ ପାଣ୍ଡିଆନ, ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଚନ୍ଦ୍ର ଶେଖର ସାହୁ ପ୍ରମୁଖ ରହିଛନ୍ତି ।

Leave a Reply

Your email address will not be published. Required fields are marked *