
ଭୁବନେଶ୍ଵର (ଓଡ଼ିଶା ଟୁଡେ): ଲୋକସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଲୋକସଭା ଆସନ ପାଇଁ ଓଡିଶାର ୪ ଜଣଙ୍କ ନାମ ଘୋଷଣା କରିଥିବା ବେଳେ ବିଧାନସଭା ଆସନ ପାଇଁ ୧୬ ଜଣଙ୍କ ନାମ ଘୋଷଣା କରିଛି। ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ସୋନାଲି ସାହୁଙ୍କୁ କଂଗ୍ରେସ ଟିକେଟ ଦେଇଥିବା ବେଳେ କେନ୍ଦ୍ରାପଡ଼ା ଆସନ ପାଇଁ ସିପ୍ରା ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଛି।
ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା:

ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା:
