ସ୍ୱଦେଶୀ ଷ୍ଟାର୍ଟଅପ୍ ଗୁଡ଼ିକ ଉପରେ ନିବେଶ କରିବା ପାଇଁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର (ଓଡ଼ିଶା ଟୁଡେ): କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀ ଠାରେ ଅଲ୍ ଇଣ୍ଡିଆ…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଜନଜାତିଙ୍କ ଉପରେ ଥିବା ଛୋଟ ମକଦ୍ଦମା ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର (ଓଡ଼ିଶା ଟୁଡେ): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜନଜାତି ଭାଇ ଭଉଣୀ ମାନଙ୍କ ଉପରେ ଥିବା ଛୋଟ ଛୋଟ ମକଦ୍ଦମା ଗୁଡିକ…

୫ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ସବୁ ଜିଲ୍ଲାରେ ଗଡିଲା ବସ୍

ଭୁବନେଶ୍ବର (ଓଡ଼ିଶା ଟୁଡେ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାଲେଶ୍ୱର, ଜଗତସିଂହପୁର, ଗଞ୍ଜାମ, ନୂଆପଡା ଓ ବୌଦ୍ଧ…

ମାର୍ଚ୍ଚ ୨୨ରୁ ଆଇପିଏଲ୍, ଲୋକସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ ହେବ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ (ଏଜେନ୍ସି): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପରବର୍ତ୍ତୀ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ଲୋକସଭା ନିର୍ବାଚନ ସତ୍ତ୍ୱେ…

ପଦ୍ମ ପୋଖରୀରେ ପାଣିଗ୍ରାହୀ; ଓଡ଼ିଶା ରାଜନୀତିରେ ବଡ ହଲଚଲ୍‌, ବିଜେପିରେ ମିଶିଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର (ଓଡ଼ିଶା ଟୁଡେ): ରାଜ୍ୟ ରାଜନୀତିରେ ବଡ ହଲଚଲ୍ । ଯାହା ଚର୍ଚ୍ଚା ହେଉଥିଲା ସେୟା ହେଲା । ଭାରତୀୟ ଜନତା…

ବିରାଟ-ଅନୁଷ୍କାଙ୍କ ନବଜାତ ଶିଶୁ ପୁତ୍ରର ନାମ ‘ଅକାୟ’: ଜାଣନ୍ତୁ ଏହାର ଅର୍ଥ

ନୂଆଦିଲ୍ଲୀ (ଏଜେନ୍ସି): ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଦ୍ୱିତୀୟ ଥର ପାଇଁ ପିତାମାତା ହୋଇଛନ୍ତି। ଅନୁଷ୍କା ଶର୍ମା ଏକ ପୁତ୍ର ସନ୍ତାନ…

ବଦଳିବ ବାରବାଟୀ ଷ୍ଟାଡିୟମର ରୂପରେଖ, ଅନୁଧ୍ୟାନ କଲେ ୫-ଟି ଅଧ୍ୟକ୍ଷ, ୨୭ ତାରିଖରେ ଭିତ୍ତିପ୍ରସ୍ତର

କଟକ (ଓଡ଼ିଶା ଟୁଡେ): କଟକ ବାରବାଟୀ ଷ୍ଟାଡିୟମର ବିକାଶ ଦିଗରେ ଆଲୋଚନା କରିଛନ୍ତି 5ଟି ତଥା ଆମ ଓଡିଶା ନବୀନ ଓଡିଶା…

ବ୍ରହ୍ମପୁରକୁ ଆସୁଛନ୍ତି ରାଜନାଥ ସିଂ, ବିଜେପିରେ ସାମିଲ ହେବେ କି ପ୍ରଦୀପ ପାଣିଗ୍ରାହୀ ?

ଭୁବନେଶ୍ବର (ଓଡ଼ିଶା ଟୁଡେ): ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡିଶା ଆସୁଛନ୍ତି । ଆସନ୍ତା ୨୨ ତାରିଖରେ ସେ ଓଡିଶାରେ ପହଞ୍ଚିବେ…

ସୁଜ୍ଞାନ ଦେଓଙ୍କ ଦ୍ବାଦଶାହରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଦେଲେ ୫-ଟି ଅଧ୍ୟକ୍ଷ; ସ୍ମୃତିରେ ଡାକ ଟିକେଟ ଉନ୍ମୋଚନ କଲେ ଅର୍ଥମନ୍ତ୍ରୀ

ଭୁବନେଶ୍ବର (ଓଡ଼ିଶା ଟୁଡେ): ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଖଲ୍ଲିକୋଟ ଆରସିଏମ ବିଜ୍ଞାନ କଲେଜରେ ପୂର୍ବତନ…

ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି; ଘୁମୁସରୀ ଗୋବଂଶ ସୁରକ୍ଷା ଦିଗରେ ପ୍ରଶାସନ ତତ୍ପରତା ଶୂନ; ରାଜରାସ୍ତାକୁ ଓହ୍ଲାଇବେ ୧୦ ହଜାରରୁ ଉର୍ଦ୍ଧ୍ବ ଗାଈଗୋରୁ

ଭଞ୍ଜନଗର (ଓଡ଼ିଶା ଟୁଡେ) ୧୯/୦୨/୨୪: ପ୍ରଶାସନ ଦ୍ବାରା ବାରମ୍ବାର ପ୍ରତାଡ଼ିତ ହେଉଛନ୍ତି ଘୁମୁସର ଅଞ୍ଚଳର ଗୋପାଳକ । ଘୁମୁସରୀ ପ୍ରଜାତିର ଗାଈ…