
କଳାହାଣ୍ଡି (ପର୍ଶୁରାମ ସିନ୍ଦୁର, ଓଡ଼ିଆ ଟୁଡ଼େ ) : ଗତ ତା ୧୯,୧୨,୨୦୨୪ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଭବାନୀପାଟଣା ବାଣିଜ୍ୟ ବିଭାଗ ପ୍ରଥମ ବର୍ଷ ଛାତ୍ରୀ ତୋଫାଲି ନାଏକ ସନ୍ଦେହଜନକ ମୃତ୍ୟୁ ଇନ୍ଦ୍ରାବତୀ ଛାତ୍ରୀ ନିବାସୀ ଠାରେ ହୋଇଯାଇଛି,,,,ମୃତ୍ୟୁ ର ଏକ ମାସ ହେଲା ପରେ ବି ପୋଲିସ ତଦନ୍ତ ବାଟବଣା ତଥା ସନ୍ତୋଷ ଜନକ ହୋଇ ନ ଥିବାରୁ,,, ଆଜି ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ଆହ୍ଵାନରେ ରାଜ୍ୟର ଅନେକ ସାମାଜିକ ଓ ରାଜନୈତିକ ସଂଗଠନ ର ସହଯୋଗରେ ବିଶ୍ଵବିଦ୍ୟାଳୟ ଛାକ ରୁ ଏକ ବିଶାଲ ରେଲି ବାହାରି କଳାହାଣ୍ଡି ଏସ୍ ପି ଅଫିସ ଘେରାଉ କରାଯାଇଥିଲା,ଶେଷରେ ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଓ ଓଡିଶାର ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀପତ୍ର ଦିଆଯାଇଛି,,ଉପସ୍ଥିତି ଥିଲେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ସଭାପତି ଧନଞ୍ଜୟ ଦୀପ୍, ଉପଦେଷ୍ଟା ଶତ୍ରୁଘ୍ନ ନାଏକ,,କଲମପୁର ବ୍ଳକ ସଭାପତି ବଳରାମ ଦୁର୍ଗା,,ଉପସଭାପତି ଶ୍ରୀକାନ୍ତ ଛତ୍ରୀଆ,,କେସିଙ୍ଗା ବ୍ଳକ ସଭାପତି ତେଜରାଜ ବେହେରା,,ଏମ୍ ରାମପୁର ବ୍ଳକ ସଭାପତି ବୃନ୍ଦାବନ ନାଗ, ,ନର୍ଲା ବ୍ଳକ ସଭାପତି ରଘୁନାଥ ଦୀପ୍,,କୋକସରା ବ୍ଳକ ସଭାପତି କୌସିକ ଦୁରିଆ,,ସମାଜିକ ମୁଖ୍ୟ ଧବଳେଶ୍ଵର ନାଗ,,ଜୁନାଗଡ ବ୍ଳକ ସଭାପତି ମହାଦେବ ବାଗ, ଭବାନୀପାଟଣା ବ୍ଳକ ସଭାପତି ନିରାକାର ବାଗ, ,Lda ମୁଖ୍ୟ ଲବ ସୁନା,,ମୂଳ ନିବାସୀ ଯୁବ ଛାତ୍ର ଓଡିଶା ସଭାପତି ଅନିଲ ମଲ୍ଲିକ,,,ମୂଳ ନିବାସୀ united ଫୋରମ୍ ରାଜ୍ଯ ଉପସଭାପତି ମନୋରଞ୍ଜନ ଜେନା,,lda ନୂଆପଡ଼ା ଜିଲ୍ଲା ସଭାପତି ଅଜାମ୍ବର ତାଣ୍ଡି, ସହ କଳାହାଣ୍ଡି ଜିଲ୍ଲା ରୁ ହଜାର ହଜାର ମହିଳା ଓ ପୁରୁଷ ଉକ୍ତ ଆନ୍ଦୋଳନ ରେ ସାମିଲ ଥିଲେ,,,,ଦାବି ଗୁଡିକ ହେଲା ହତ୍ୟାକାଣ୍ଡ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ଆମର ଦାବି,,,,,,,,CBI ତଦନ୍ତ ଆମର ଦାବି,,,,,,,,metron waden hostel superintendent ବିରୋଧରେ ଆଇନ ଗତ କାର୍ଯ୍ଯାନୁଷ୍ଠାନ ଆମର ଦାବି,,,,ମୃତ ଝିଅ ର ପରିବାର କୁ 20 ଲକ୍ଷ୍ୟ anukampa ରାଶି ପ୍ରଦାନ ଆମର ଦାବି,,,,,,,hostel ଭିତରେ କଙ୍ଗାରୁ କୋର୍ଟ କରିଥିବା ବ୍ୟକ୍ତି ମାନଙ୍କୁ ତୁରନ୍ତ ଗିରଫ୍ କର ଆମର ଦାବି,,, ।