ଭଞ୍ଜନଗର : ନୂଆଗାଁ ଶନିମନ୍ଦିର ରେ ଦ୍ୱାଦଶ ତମ ପ୍ରତିଷ୍ଠା ଦିବସ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ନୂଆଗାଁ ଶନିଶ୍ଚର ମନ୍ଦିର ରେ ଦ୍ୱାଦଶ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ସକାଳ ୮ ଘଣ୍ଟ ସମୟରେ ଠାକୁର ଙ୍କ ନଗର ଭ୍ରମଣ ମହା ଆଡମ୍ବର ରେ ହୋଇଥିଲା ପରେ ସକାଳ ୧୦ ଟା ସମୟରେ ମନ୍ଦିର ଭିତରେ ହୋମ କର୍ମ ଯଥାବିଧି କରାଯାଇଥିଲା। ମନ୍ଦିର ସମ୍ପୂର୍ଣ ସୁସଜ୍ଜିତ କରାଯଇଥିଲା। ଏହି ଅବସରରେ ହଜାର ହଜାର ଭକ୍ତ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ତା ହୋଇଥିଲା। କାର୍ଯ୍ୟକ୍ରମ ରେ ନୂଆଗାଁ ର ସମସ୍ତ ଗ୍ରାମବାସୀ ସହଯୋଗ କରିଥିବା ପରିଚାଳନା କମିଟି ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *