
କଳାହାଣ୍ଡି (ପର୍ଶୁରାମ ସିନ୍ଦୁର, ଓଡିଶା ଟୁଡ଼େ): ନର୍ଲା ବ୍ଲକ ଅନ୍ତର୍ଗତ ସରିଆ ଗ୍ରାମପଞ୍ଚାୟତ ଅଧୀନରେ ଥିବା ସିନ୍ଧ୍ୟରତ୍ନ କୁଟୀର ମହିମା ଆଶ୍ରମ ରେ ଆଜି ସମ୍ବର୍ଦ୍ଧନା ସଭା ଟୋଲବ୍ରାହ୍ମଣୀ ଠାରେ ଆଜି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି, ଏହି ସମ୍ବର୍ଦନା ସଭା କୁ ଟୋଲବ୍ରମଣୀ ର ବୈଦ ରାଜ ପବିତ୍ର ଶବର ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବାରୁ ଏହି ସମର୍ଦ୍ଧନା ସଭା ରେ ଯୋଗ ଦେଲେ ସାଂସଦ ମାଳବିକା ଦେବି ଅଲେଖ ମହିମା ଆଶ୍ରମ କୁ ଦର୍ଶନ କରିଥିଲେ ଦର୍ଶନ କରୁଥିବା ସମୟରେ ଅଲେଖ ମହିମା ଆଶ୍ରମ ର ଭଗବାନ ବାବା ଉପସ୍ଥିତ ରହିଥିବା ବେଳ ସିନ୍ଧ୍ୟରତ୍ନ କୁଟୁରି ମହିମା ଆଶ୍ରମ କୁ ସାଂସଦ ପରିକ୍ରମା କରିଥିଲେ ବୈଦ ରାଜ ପବିତ୍ର ଶବର ଙ୍କ କର କମଳରେ ସାଂସଦ କୁ ଫୁଲ ଗୁଚ୍ଛ ଦେଇ ସ୍ୱାଗତ କରିଥିବା ବେଳେ ମାନପତ୍ର ମଧ୍ୟ୍ୟ ପ୍ରଦାନ କରିଥିଲେ, ଓ ଟୋଲବ୍ରାହ୍ମଣୀ ଗାଁ ପାଇଁ ପାନୀୟ ଜଳ ର ସୁଭିଧା ଯୋଗାଇବା ସହ ସମସ୍ତ ରୋଡ଼ ରାସ୍ତା ଓ ଗ୍ରାମ ବାସି ଲିଖିତ ଆକାର ରେ ସମସ୍ତ ଅସୁବି ଜଣାଇଥିଲେ, ଏହି ଅଭିଯୋଗ କୁ ନେଇ ସାଂସଦ ଯଥାଶୀଘ୍ର ମୁଁ ସମାଧାନ କରିବି ବୋଲି ମତ ପ୍ରକାଶ କରିଛନ୍ତି,ଏହି ସମ୍ବର୍ଦ୍ଧନା ସଭାରେ ବି, ଯେ,ପି,ରାଜ୍ୟ ପରିସର ମେମ୍ବର ସୁରେଶ କୁମାର ଭୋଇ, ପୂର୍ବତନ କୃଷକ ମୂର୍ଚ୍ଚା ସରିଆ ମଣ୍ଡଳ ନୀଳାଞ୍ଚଳ ସିଂ,ସମିତି ସଭ୍ୟ ଭାସ୍କର ଭୋଇ,ସରିଆ ଗ୍ରାମ ପଂଚାୟତ ର ସରପଞ୍ଚ ଓ ଟୋଲବ୍ରହ୍ମଣୀ ଗ୍ରାମବାସୀ ଉପସ୍ଥିତ ରହିଥିଲେ l