ପୁରୁଷୋତ୍ତମପୁର ଏସ.ଡ଼ି.ପି.ଓ ଡ. ଦୀପକ କୁମାର ମିଶ୍ରଙ୍କ ଦ୍ୱାରା ଲିଖିତ କବିତା ସଂକଳନ ” ଅପାଦ ଯାତ୍ରା” ଲୋକାର୍ପିତ କଲେ ଏସପି

ଛତ୍ରପୁର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଶୁଭେନ୍ଦୁ ପାତ୍ର, ଏସ.ପି, ଗଞ୍ଜାମଙ୍କର କରକମଳରେ ଆଜି ଲୋକାର୍ପିତ ହେଲା ପୁରୁଷୋତ୍ତମପୁର ଏସ.ଡ଼ି.ପି.ଓ ଡ. ଦୀପକ କୁମାର ମିଶ୍ରଙ୍କ ଦ୍ୱାରା ଲିଖିତ କବିତା ସଂକଳନ ” ଅପାଦ ଯାତ୍ରା” l ଏହା ଲେଖକଙ୍କର ଚତୁର୍ଥ ପୁସ୍ତକ ଓ ତୃତୀୟ କବିତା ସଂକଳନ ।

Leave a Reply

Your email address will not be published. Required fields are marked *