ପୁରୀ : ମହାପ୍ରଭୁଙ୍କ ଲାଗି ପ୍ରସ୍ତୁତ ଚାଲିଛି ପଣା

ପୁରୀ (ବଳରାମ ତ୍ରିପାଠି,ଓଡ଼ିଶା ଟୁଡେ ): ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଅତ୍ୟଧିକ ସ୍ନାନ କରିବା ଫଳରେ ମହାପ୍ରଭୁ ଜ୍ୱରରେ ପୀଡିତ ହୋଇ ଅଣସର ଘରେ ଗୁପ୍ତ ଚିକିତ୍ସା ହେଉଛନ୍ତି l ମହାପ୍ରଭୁଙ୍କ ଏହି ସମୟରେ କୌଣସି ଅନ୍ନ ଭୋଗ କରାଯାଏ ନାହିଁ। କେବଳ ଫଳ ମୂଳ ସହ କ୍ଷୀର, ଛେନା ଆଦି ଭୋଗ ଲାଗି ହୋଇଥାଏ। ଏହି ସମୟରେ ଶ୍ରୀମନ୍ଦିରରେ ଥିବା ବିଭିନ୍ନ ପାର୍ଶ୍ଵ ଦେବାଦେବୀଙ୍କ ଉଦ୍ଦେଶ୍ୟରେ ଅଣସର ପଣା ଭୋଗ କରାଯାଇଥାଏ ।

Leave a Reply

Your email address will not be published. Required fields are marked *