
ଭବାନୀପାଟଣା(କଳାହାଣ୍ଡି ଜିଲ୍ଲା ପ୍ରତିନିଧି ପର୍ଶୁରାମ ସିନ୍ଦୁର ଙ୍କ ରିପୋର୍ଟ ଓଡିଶା ଟୁଡ଼େ): କଲାହାଣ୍ଡି ଜିଲ୍ଲା D S W ଅଫିସ ରେ ମାଳ ମାଳ ନକଲି ମେଟ୍ରିକ ସାରଟି ପିକେଟ ରେ ଅଙ୍ଗନ୍ ୱାଡ଼ି ସୁପର ଭାଇଜର ରେ ମହାର୍ଦୁନିତି ଲେଟର – ନମ୍ବର – ୨୯୩୪ ତାରିଖ-୨୧/୧୨/୨୦୧୬ ମସିହା ରେ ଯେଉ ୨୮ ଜଣ ଅଙ୍ଗନ୍ ୱାଡ଼ି କର୍ମୀ କୁ ସୁପର ଭାଇଜର ପଦୋନ୍ନିତି ଦେଇଛନ୍ତି ସେଥି ମଧ୍ୟରୁ ହାରା ହରି ୧୩ ରୁ ୧୪ ଜଣ ନକଲି ମେଟ୍ରିକ୍ ସାର୍ଟୀ ପିକେଟ୍ ରେ ଚାକିରି କରୁଛନ୍ତି ବୋଲି R T I ତଥ୍ଯ ରୁ ଜଣା ପଡୁଛି ଏହି ୨୮ ଜଣ ଅଙ୍ଗନ୍ ୱାଡ଼ି କର୍ମୀ ଙ୍କ ର ମେଟ୍ରିକ୍ ବୋର୍ଡ ସାରଟି ପିକେଟ ମେଟ୍ରିକ୍ ମାର୍କ ଲିଷ୍ଟ ଏସ ଏଲ୍ ସି ସାରଟି ପିକେଟ୍ ଅଙ୍ଗନ୍ ୱାଡ଼ି ସମୟ ର ଜ୍ଇନିଙ୍ଗ ଅଡର ଓ ୨୮ ଜଣ ଙ୍କ ର ଜାତି ଗତ ପ୍ରମାଣ ପତ୍ର ୨୦୧୬- ମସିହା ର କରେଣ୍ଟ ଟା ସେହି ୨୮ ଜଣ ଙ୍କ ର କଳାହାଣ୍ଡି ଜିଲ୍ଲା ପାଳଙ୍କ ଉପସ୍ତିତିରେ ଏହି ୨୮ ଜଣ ଙ୍କୁ ତଦନ୍ତ କରାଯାଉ ଏବଂ ପୂର୍ଣ୍ଣମୀ ସେନାପତି କାର୍ଯ୍ୟରତ ସୁପର୍ ଭାଇଜର ସେ ହେଉଛନ୍ତି SC ତାଙ୍କୁ SEBC ରେ କେମିତି ଦିଆ ଯାଇଅଛି ଲେଟର- No -୨୯୩୪ ତାରିଖ- 21/12/2016- ସିରିଏଲ- No-5- ରେ ଅଛି ଏବଂ ଦ୍ରୋପଦୀ ମାଝୀ ସିରିଏଲ -No-15-ରେ ଅଛି କାର୍ଯ୍ୟରତ ସୁପର୍ ଭାଇଜର ତାଙ୍କର ବୋର୍ଡ ସାରଟି ପିକେଟ୍ ଓ ମାର୍କ ଲିଷ୍ଟ ଓ ତାଙ୍କର ଜଇନୀଙ୍ଗ ଅଡ଼ର ଟିକେ ଜିଲ୍ଲାପାଳ ମହୋଦୟ ଟିକେ ଭଲ ଭାବରେ ଦେଖନ୍ତୁ ସ୍ଵର୍ଣ୍ଣ ଲତା ଦାସ ତାଙ୍କର ଜନ୍ମ ତରିଖ ହେଲା- 23/09/1968 ସୌଦାମିନି ଦାସ ତାଙ୍କର ଜନ୍ମ ତାରିଖ ହେଲା-13/05/1969 ଏହି ଦୁଇ ଭଉଣୀ ଙ୍କ ର ବୋର୍ଡ଼ ସାରଟି ପିକେଟ୍ ର ଜନ୍ମ ତାରିଖ ଟିକେ ଭଳଭାବ ରେ ଦେଖନ୍ତୁ କେତେ ମାସ୍ ଡିଫରେନ୍ସ ହେଉଛି ଏଥିରୁ ସ୍ପଷ୍ଟ ଜଣା ପଡୁଅଛି ଯେ କିଛି ଜାଲିଆତି ହେଇଥାଇ ପାରେ ବୋଳି- ଏବଂ-ସୁପର ଭାଇଜର ଜଇନିଙ୍ଗ ଅଡର ସିରିଏଲ-NO-10 ଆଉ -11 – ରେ ଅଛନ୍ତି ଏହି ଦୁଇ ଭଉଣୀ ଟିକେ ଭଲଭାବ୍ ରେ ଦେଖନ୍ତୁ ଜିଲ୍ଲା ପାଲ ମହୋଦୟ-2016- ମସିହା ଗ୍ରେଡେସନ ଲିଷ୍ଟ-ସିରିଏଲ-No-35-ସୁକାନ୍ତି ପ୍ରଧାନ SC କୁ କାହିକି ସୁପର ଭାଇଜର ପ୍ରମୋସନ ଦେଲେନାହି ତାପରେ ସିରିଏଲୁ-No-38/40/ କୁ ଦୋଳପ୍ରତିମା ଶଗଡ଼ିଆ ଓ ମନ୍ଦାର ହରିଜନ କୁ କାହିକି ଦିଆଗଲା ସୁପର ଭାଇଜର ପ୍ରମୋସନ କଣ ମୋଟା ଅଙ୍କରେ ଏହି ଦୁଇ ଜଣଙ୍କର ଟଙ୍କା ଖାଇ ଛନ୍ତି କି D S W ମେଡମ୍ ସ୍ଵର୍ଣ୍ଣଲତା ବିଶ୍ଵାସ ଓ ଉପଜିଲ୍ଲାପାଳ ସୁକାନ୍ତ ତ୍ରିପାଠି ଏବଂ-2016-ମସିହା ଗ୍ରେଡେସନ୍ ତାଲିକା ବନାଇବାର ମାଷ୍ଟର ମାଇଣ୍ଡ କିଏ ତଦନ୍ତ କରା ଜାଉ ଆପଣ ଶୁଣିଲେ ଆଚର୍ଯ୍ୟ ହେଇ ଯିବେ ଜଣେ କାର୍ଯ୍ୟରତ ସୁପର ଭାଇଜର- 2016-ମସିହା ର ଆନନ୍ଦିନି ପ୍ରଧାନ ନାମ ଜଣ କ ସେ କେତେ ଥର ଜନ୍ମ ଗ୍ରହଣ କରିଛନ୍ତି ସେହିପରି ଭିନ୍ନ ଭିନ୍ନ ଅଫିସ ମାନଙ୍କ ରେ ଭିନ୍ନ ଭିନ୍ନ ତାରିଖ ଅଛି ସେହିପରି କେସିଙ୍ଗା ଆଇ ସି ଡ଼ି ଏସ ଅଫିସ ରେ ତାଙ୍କର ଜନ୍ମ ତାରିଖ 21/5/1975 ଥିବା ବେଳେ ତାଙ୍କର ମେଟ୍ରିକ୍ ବୋର୍ଡ ସାର୍ଟିଫିକେଟ ରେ 21/5/1972 ଅଛି ସେହିପରି D S W ଅଫିସ ଗ୍ରେଡେସନ୍ ତାଲିକା ରେ 21/5/1972 ଅଛି ଏବଂ କେସିଙ୍ଗା ହାଇସ୍କୁଲ ରେ 21/5/1973 ଅଛି ବୋଲି ଆର ଟି ଆଇ ତଥ୍ୟ ରୁ ଜଣା ପଡୁଅଛି ଏଥିରୁ ଜଣା ପଡୁଅଛି ଯେ-ଏଥିରେ କିଛି ଜାଳିଆତି ଆଛି ବୋଲି ଏବଂ 2016-ମସିହା ର ସୁପର ଭାଇଜର ପଦୋନ୍ନତି ରେ ଘୋଟାଲା ଅଛି ଏହାକୁ କଳାହାଣ୍ଡି ଜିଲ୍ଲାପାଲ ଙ୍କ ଉପସ୍ଥିତି ରେ ତଦନ୍ତ କରାଗଲେ ଅସଲ ରହସ୍ୟ ପଦାକୁ ଆସିବ ଏବଂ ଏହାର ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ପାଇଁ ରାଜ୍ୟ ସରକାର ଙ୍କୁ ନିର୍ଦ୍ଦେଶ ଦେଲେ ଦୁର୍ନୀତି ରେ ଲିପ୍ତ ଥିବା- 2016- ମସିହା ର ପୂର୍ବତନ ବଡ଼ ବାବୁ ସୂର୍ଯ୍ୟମଣି ନାଏକ ପୂର୍ବତନ ବରିଷ୍ଠ କିରାଣି ଭାବନି ମାଝୀ ପୂର୍ବତନ କନିଷ୍ଠ କିରାଣି ଶକୁନ୍ତଳା ଦଳପତି ପୂର୍ବତନ D S W ମେଡମ ସ୍ଵର୍ଣ୍ଣଲତା ବିଶ୍ୱାସ ପୂର୍ବତନ ଉପଜିଲ୍ଲାପାଳ ସୁକାନ୍ତ ତ୍ରିପାଠି ଏବଂ ଅନେକ ବଡ ବଡ ଭାକୁର ମାଛ ଜାଲ ରେ ଛନ୍ଦି ହେବେ ବୋଲି ବୁଦ୍ଧିଜିବି ମହଲର ଜୋର୍ ସୋର୍ ରେ ଚର୍ଚା ହେଉଅଛି ।