ପୁରୀ ପାଟ୍‌ନା ଏକ୍ସପ୍ରେସ ଦୁର୍ଘଟଣା ରୁ ବର୍ତ୍ତିଲl

ପୁରୀ,୨୮।୭: ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ପୁରୀ-ପାଟନା ଏକ୍ସପ୍ରେସ ଟ୍ରେନ। ଟ୍ରେନ ଲାଇନ ପାର୍‌ ହେବା ବେଳେ ଟ୍ରାକ୍‌ରେ ଅଟକିଗଲା ଟ୍ରାକ୍ଟର। ଫଳରେ ଦ୍ରୁତଗତିରେ ଆସୁଥିବା ଟ୍ରେନ ଧକ୍କାରେ ଟ୍ରାକ୍ଟର ଚୁରମାର ହୋଇଯାଇଛି। ସାକ୍ଷୀଗୋପାଳ ବୀରାରାମଚନ୍ଦ୍ରପୁର ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡିଛିଟ୍ରେନ୍‌ ଲାଇନ୍ ପାର ହେବା ବେଳେ ଟ୍ରାକ୍‌ରେ ଅଟକିଗଲା ଟ୍ରାକ୍ଟର୍ ।

Leave a Reply

Your email address will not be published. Required fields are marked *