ବୃଦ୍ଧ ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ;ବିଷ ପିଇ ଜୀବନ ହାରିଲେ

କେନ୍ଦ୍ରାପଡ଼ା,୩୦ା୭: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ବଡ଼କୂଳ ଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁରେ ବୃଦ୍ଧ ଦମ୍ପତି ବିଷ ପିଇ ଜୀବନ ହାରିଦେଇଛନ୍ତି। ତେବେ ବୃଦ୍ଧାଙ୍କ ମୃତ୍ୟୁ ଗାଁରେ ହୋଇଥିବାବେଳେ ବୃଦ୍ଧଙ୍କ ମତ୍ୟୁ କଟକ ବଡ଼ ମେଡିକାଲରେ ହୋଇଛି। ପାରିବାରିକ କଳହରୁ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବାବେଳେ ପୁଅବୋହୂ ତାଙ୍କୁ ହତ୍ୟା କରିଥିବା ଝିଅ ଅଭିଯୋଗ ଆଣିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *