
ଲମତାପୁଟ : ଡୁଡୁମା ଜଳପ୍ରପାତରେ ପୁଣି ଅଘଟଣ l ଜଣେ ୟୁଟ୍ୟୁବ ବ୍ଲଗର ଭାସି ଗଲେ ଡୁଡୁମା ଜଳପ୍ରପାତରେ l ବ୍ରହ୍ମପୁରର ସାଗର ଟୁଡୁ ଏବଂ କଟକର ଅଭିଜିତ ବେହେରା ମିଶି ଡୁଡୁମା ଜଳପ୍ରପାତ ଉପରେ DRONE ସାହାଯ୍ୟରେ ଭିଡିଓ ଶୁଟିଙ୍ଗ କରୁଥିଲେ l ଏହି ସମୟରେ ମାଛ କୁଣ୍ଡ ଡ୍ୟାମର ଗେଟ ଖୋଲାଯାଇଥିଲା l ପର୍ଯ୍ୟଟକ ପାଣି ମାଡି ଆସୁଥିବା ଦେଖୁ ପାଟି କରିବାରୁ ଅଭିଜତ ବେହେରା ବାହାରି ଆସିଥିବା ବେଳେ ସାଗର ଭାସି ଯାଇଥିଲେ l ପ୍ରୋଖର ସ୍ରୋତରେ ସାଗର ନିଖୋଜ ହୋଇଯାଇଥବା ଜଣାପଡିଛି l