ଜଗନ୍ନାଥ ପ୍ରସାଦ ରେ ଗୁରୁ ପୂଜନ ଦିବସ ପାଳିତ

ଜଗନ୍ନାଥ ପ୍ରସାଦ ୦୫/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି): ଜଗନ୍ନାଥ ପ୍ରସାଦ ଶିକ୍ଷକ ସଙ୍ଘ ତରଫରୁ ଗୁରୁପୂଜନ ଦିବସ ଅବସରରେ ଭଞ୍ଜନଗର ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଓ ପ୍ରାକ୍ତନ କଲେଜ ଅଧକ୍ଷ କୃତିବାସ ବିଶ୍ୱାଳ ମୁଖ୍ୟବକ୍ତା ଭାବରେ ଯୋଗଦାନ l ଶତାଧିକ ଅବସର ପ୍ରାପ୍ତ ଶିକ୍ଷକଙ୍କୁ ବିଧାୟକଙ୍କ ସମ୍ବର୍ଦ୍ଧନା l ପ୍ରକାଶ ଥାଉକି ଜଗନ୍ନାଥ ପ୍ରସାଦ ପଂଚାୟତ ସମିତିର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏହି ଭବ୍ୟ ସମାରୋହରେ ଯୋଗଦାନ କରିଥିଲେ l