
ଭଞ୍ଜନଗର ୧୬ /୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ହାତୀଦାନ୍ତ ଜବତ କୁ ନେଇ ଏକ ଫୋଟ ମୋବାଇଲ ଠୁ ମୋବାଇଲ ଓ ସୋସିଆଲ ମିଡିଆରେ ଭଞ୍ଜନଗର ଅଞ୍ଚଳ ରେ ଘୁରି ବୁଲୁଛି ।ଯେତେବେଳେ ଏହି ଖବର କୁ ନେଇ ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଙ୍କୁ ପ୍ରଶ୍ନ କରିଥିଲୁ ଉଭୟ ଅଧିକାରୀ ଏହି ଖବର କୁ ଖଣ୍ଡନ କରିବା ସହ କୌଣସି ହାତୀଦାନ୍ତ ଜବତ ହୋଇନଥିବା କହିଚନ୍ତି । ଏହା ଏକ ମିଥ୍ୟା ଖବର ବୋଲି କହିଛନ୍ତି ।