ଫ୍ଲାଟ୍ କିଣାବିକା ନାଁରେ ମହିଳାଙ୍କୁ ଦୁଷ୍କର୍ମ, ବରମୁଣ୍ଡା ବସଷ୍ଟାଣ୍ଡରୁ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଭୁବନେଶ୍ଵର : ଫ୍ଲାଟ୍ କିଣାବିକା ନାଁରେ ମହିଳାଙ୍କୁ ଦୁଷ୍କର୍ମ । ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରୁ ଅଭିଯୁକ୍ତ ମାନସ ରଞ୍ଜନ ଦାସକୁ ଗିରଫ…

ସତଭାୟା ସମୁଦ୍ରରେ ବୁଡ଼ିଲା ବୋଟ୍, ଅଳ୍ପକେ ବର୍ତ୍ତିଲେ ୮ ମତ୍ସ୍ୟଜୀବୀ

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସତଭାୟା ସମୁଦ୍ରରେ ବୁଡ଼ିଲା ବୋଟ୍ । ଅଳ୍ପକେ ବର୍ତ୍ତିଲେ ୮ ମତ୍ସ୍ୟଜୀବୀ । ତାରିଣୀ -୨…

ଭଞ୍ଜନଗର ବିଇଡି କଲେଜରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଞ୍ଜନଗର, ୧୦/୧୦ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ସ୍ଥିତ କବି ସମ୍ରାଟ ଶିକ୍ଷକ ଶିକ୍ଷା…

ଆନ୍ତଃରାଜ୍ୟ ୯ ଡକାୟତ ଗିରଫ; ୫ଟି ବନ୍ଧୁକ ଜବତ

କେନ୍ଦୁଝର: ଡକାୟତି ଯୋଜନା ପଣ୍ଡ, ୯ ଆନ୍ତଃରାଜ୍ୟ ଡକାୟତ ଗିରଫ । ପରିତ୍ୟକ୍ତ ଘରେ ଡକାୟତି ଯୋଜନାବେଳେ ମାଡ଼ିବସିଲା ପୋଲିସ ।…

ଚକରା ବିଷୋୟୀ ଫୁଟବଲ ଟୁର୍ଣ୍ଣାମେଣ୍ଟ: ନରେଶ ଫୁଟବଲ କ୍ଲବ କୁ ୨-୧ ଗୋଲ ରେ ହରାଇ ଆୟୋଜକ ଭଞ୍ଜନଗର ଦଳ ଚମ୍ପିୟାନ

ଭଞ୍ଜନଗର,୧୦।୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳ…

କଳିଙ୍ଗା ଘାଟିରେ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଅନୁରୋଧ କରିଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର,୧୦।୧୦ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି…

ଭଞ୍ଜନଗର: ଚାଷ ଜମିରେ ଜଉପୋକ ମାଟିଆଗୁଣ୍ଡି; କୃଷି ଅଧିକାରୀଙ୍କୁ ଅବଗତ କଲେ ଚାଷୀ

ଭଞ୍ଜନଗର, ୧୦/୧୦:( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): କିଛି ବର୍ଷ ଧରି ସ୍ପଳ୍ପ ବୃଷ୍ଟିପାତ ଯୋଗୁଁ…

ଲୋକଙ୍କୁ ଭୟଭୀତ କରି ସାଜିଥିଲେ ଡନ୍, ବାନ୍ଧିନେଲା ପୋଲିସ

କେନ୍ଦୁଝର: ଛୋଟ ବେଳୁ ପ୍ରତ୍ୟେକ ପିଲାର ଇଚ୍ଛା ଥାଏ ପାଠ ପଢି ବଡ ଅଫିସର ହେବାକୁ ହେଲେ ଗଣେଶ ଗିରୀର ଇଛା…

କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହେବ ୨୮ତମ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ୍

ଭୁବନେଶ୍ଵର : ଆସନ୍ତାକାଲି ଠାରୁ ଅର୍ଥାତ୍‌ ଅକ୍ଟୋବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍‌ ଟିମ୍…

ଟ୍ରମ୍ପଙ୍କ “ଶାନ୍ତି ଯୋଜନା” ପ୍ରଚାର ବିଫଳ!: ଗାଜା ଉପରେ ବୋମା ପକାଇଲା ଇସ୍ରାଏଲ, ୩୦ ମୃତ

ନୂଆଦିଲ୍ଲୀ: ଗତକାଲି ରାତିରେ ଇସ୍ରାଏଲ ଗାଜା ସିଟି ଉପରେ ଏକ ବଡ଼ ବିମାନ ଆକ୍ରମଣ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ…