ଶିକ୍ଷା, ସଂସ୍କୃତି ଓ ପରମ୍ପରା ଆଧାରିତ ୩୨ ବର୍ଷର ଯାତ୍ରୀ, ବାର୍ଷିକ ଉତ୍ସବ ୨୦୨୫ – ୨୬

ନୂଆପଡା,(ପରମେଶ୍ୱର ମେହେର) ସନାତନ ଧର୍ମ, ହିନ୍ଦୁ ପରମ୍ପରା, ବୈଦିକ ଋଷି, ମହର୍ଷୀ, ସମାଜ ସୁଧାରକ ମହାନ୍ ପୁରୁଷ ମାନଙ୍କ ଚଳାପଥକୁ ଅନୁସରଣ କରି ଶିକ୍ଷା, ସଂସ୍କୃତି ପରମ୍ପରାସହିତ ହିନ୍ଦୁତ୍ରକୁ ବଞ୍ଚାଇରଖୁବାପାଇଁ ଦୃଢ ସଂକଳ୍ପ ନେଇଥିବା ଅନୁଷ୍ଠାନ ହେଉଛି ସରସ୍ଵତୀ ଶିଶୁମନ୍ଦିର । ଏହି ପରିପେକ୍ଷୀରେ ନୂଆପଡା ଜିଲ୍ଲା, ସିନାପାଲି ସରସୁତୀ ଶିଶୁ ବିଦ୍ୟାମନ୍ଦିର ଶିକ୍ଷା, ସଂସ୍କୃତି ଓ ପରମ୍ପରା ଅଧାରିତ ୩୨ ବର୍ଷର ଯାତ୍ରା, ” ୩୨ତମ ବାର୍ଷିକ ଉତ୍ସବ ୨୦୨୫-୨୬” ମହାତମ୍ବରରେ ପଳନ କରିଛି। ଏହି ଅବସରରେ ବୌଦ୍ଧିକ, ଆଧ୍ୟାତ୍ମିକ, ସେବା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ମହାସମାରୋହରେ ଆୟୋଜିତ ହୋଇଥିଲା । କୁନିକୁନି ଛାତ୍ରଛାତ୍ରୀ ମାନେ ତାଙ୍କର ନିଖୁଣ କଳାର ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଭାପତି ଭାବରେ ଶ୍ରୀଯୁକ୍ତ ନରହରି ମେହେର (ସଭାପତି, ପରିଚାଳନା ସମିତି, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସିନାପାଲି) ମଞ୍ଚାସୀନ ରହିଥ‌ିବା ବେଳେ, ମୁଖ୍ୟଅତିଥ୍ ତିଥ୍ ଭାବରେ ଶ୍ରୀଯୁକ୍ତ ଅଧୁରାଜ ମୋହନ ପାଣିଗ୍ରାହୀ ( ବିଧାୟକ ଖଡିଆଳ) ମଞ୍ଚାସୀନ ରହିଥିଲେ । ମୁଖ୍ୟବକ୍ତା ଭାବରେ ଶ୍ରୀଯୁକ୍ତ ଗୌରାଙ୍ଗ କୁମାର ସାହୁ (ସହକାରୀ ଶିକ୍ଷକ, ରାଜା ଏ.ଟି. ହାଇସ୍କୁଲ, ଖଡିଆଳ) ମଞ୍ଚାସୀନ ରହିଥିଲେ ଥିଲେ ଏ ଏବଂ ଶିଶୁ ବିଦ୍ୟାମନ୍ଦିର ସମ୍ପାଦକ ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ନାୟକ ଏବଂ 1° ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚରଣ ନେତାମ ମଧ୍ୟ ମଞ୍ଚାସୀନରହିଥିଲେ। ବିଷିଷ୍ଟଅତିଥ୍ଭାବରେନୂଆପଡାଜିଲ୍ଲାଶିଶୁମନ୍ଦିରଯୋଜନା ପ୍ରମୁଖଶ୍ରୀଯୁକ୍ତ ଧୂବ ପାତ୍ର ଏବଂ ଖଡିଆଳ ସଙ୍କୁଳ ସଂଯୋଜକ ତଥା ଖଡିଆଳ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଜଗଦୀଶ ପୁଟେଲ ଯୋଗଦାନ କରିଥିଲେ। ନିମନ୍ତ୍ରିତ ସମସ୍ତ ଅତିଥିଗଣ ଏହି କାର୍ଯ୍ୟକ୍ରମରେଯୋଗଦାନକରିଥିଲେ। ମୁଖ୍ୟଅତିଥୁ ଖଡିଆଳ ବିଧାୟକ ଶ୍ରୀଯୁକ୍ତ ପାଣିଗ୍ରାହୀ ତାଙ୍କର ଅଭିଭାଷଣରେ ମୁକ୍ରକଣ୍ଠରେ କହିଥିଲେ ଯେ ଆଗାମୀବର୍ଷ ମାନଙ୍କରେ ତାଙ୍କର ବିଧାୟକ ପାଣ୍ଠିରୁ ୬୦ ପ୍ରତିଶତ ଅର୍ଥ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କୁ ପ୍ରଦାନ କରିବା ସହିତ ସିନାପାଲି ଶିଶୁ ବିଦ୍ୟାମନ୍ଦିରର ଆଶାପୁରଣ କରିବା ପାଇଁ ନବମ ଓ ଦଶମ ଶ୍ରେଣୀ ଆରମ୍ଭ କରିବା ପାଇଁ ଦୁଇଟି ଶ୍ରେଣୀର ଗୃହ ପ୍ରଦାନ କରିବା ସ‌ହିତ ବିଦ୍ୟାମନ୍ଦିର ଲାଇବ୍ରେରୀ ପାଇଁ ୧୦୦ ଖଣ୍ଡ ଦାମି ପୁସ୍ତକ ପ୍ରଦାନ କରିବେ ଏବଂ ସେ ଅଭିଭାବକ ମାନଙ୍କୁ ଆହ୍ୱାନ କରିଥିଲେ ଯେ ସେମାନେ ମଧ୍ୟ ଲାଇବ୍ରେରୀ ପାଇଁ ପୁସ୍ତକ ପ୍ରଦାନ କରି ଏହି ମହତ କାର୍ଯ୍ୟର ଭାଗିଦାର ହୁଅନ୍ତୁ। ମୁଖ୍ୟବକ୍ତା ଶ୍ରୀଯୁକ୍ତ ସାହୁ କାହାଣୀ ମାଧ୍ଯମରେ ଭାରତୀୟ ପରମ୍ପରା, ସଂସ୍କୃତି ହିନ୍ଦୁତ୍ୱକୁ ଉଜ୍ଜୀବିତ କରିବା ନିମନ୍ତେ ମାର୍ଗଦର୍ଶନ କରିଥିଲେ ଏବଂ ବିଦ୍ୟାମନ୍ଦିର ବିକାଶ ନିମନ୍ତେ କଥା ଛଳରେ ଖଡିଆଳ ବିଧାୟକଙ୍କ ନିକଟରେ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ, ଅତିଥ୍ ଅତି ସ୍ବାଗତ, ବନ୍ଦନା, ସାମୂହିକ କଣ୍ଠ ସଙ୍ଗୀତ, ପରିଚୟ ଓ ସ୍ବାଗତ ଭାଷଣ, ବାର୍ଷିକ ବିବରଣୀ ପଠନ, ସମ୍ମାନିତ ଅତିଥ୍‌ଙ୍କ ବକ୍ରବ୍ୟ, ମୁଖ୍ୟଅତିଥିଙ୍କ ଉଦ‌ବୋଧନ ବ୍ୟକ୍ତିଗତ ସେବଳ ଭାଇ ଓ ଜୟ ପରିଚାଳନା ଗତ ଗୀତ ମୁଖ୍ୟବକ୍ତାଙ୍କ ମାର୍ଗଦର୍ଶନ, ସଭାପତିଙ୍କ ଅଭିଭାଷଣ, ପୁରସ୍କାର ବିତରଣ ଧନ୍ୟବାଦ ଅର୍ପଣ ଏବଂ ବନ୍ଦେ ମାତରମ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଶ୍ରୀଯୁକ୍ର ଚରଣ ନେତା ତାମ (ପ୍ରଧାନ ଆଚାର୍ଯ୍ୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସିନାପାଲି)ଙ୍କ ତତ୍ତ୍ବାବଧାନରେ ଏବ ଉଚ୍ଚ ଶିଶୁ ବିଦ୍ୟାମନ୍ଦିର ସମସ୍ତ ଗୁରୁଜୀ । ଗୁରୁମା ମାନଙ୍କ ସହିତ ସେବ ସେବିକା ମାଉସୀ ଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ସହଯୋଗରେ ସାଫଲ୍ୟ ମଣ୍ଡିତ ହୋଇଥିଲା। ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରି କରି ମୁଖ୍ୟଭୁମିକା ଗ୍ରହଣ କରିଥିବା ବେଳେ, ଅଭିଭାବକ ଅଭିଭାବିକା ଉଦ୍ର ବାର୍ଷିକ ଉତ୍ସବରେ ତ୍ସବରେ ଯୋଗଦାନ ପୁର୍ବକ କାର୍ଯ୍ୟକ୍ରମର ଶୋଭାବର୍ତନ କରିଥିଲେ । ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟ ସମିତିର ପୂର୍ବତନ ତନ ସଦସ୍ୟ ସ୍ୟ ସଦସ୍ୟା, ମାତୃଭାର ରତୀର ପୂର୍ବତନ ସଦସ୍ୟା, ପ୍ରାକୁନ ଛାତ୍ରଛାତ୍ରୀଙ୍କ ସମେତ ସଦସ୍ୟା ଉପସ୍ଥିତରହି କାର୍ଯ୍ୟକ୍ରମର ସୋଭା ବର୍ଦନ କରିଥିଲେ । ସୁଭେଚ୍ଛୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ସ୍ବାଗତ ଦାୟିତ୍ବରେ ଗୁରୁର୍ମା ଅଲିଭା ପଣ୍ଡା, ଖୁ ଖୁସବୁ ସତନାମୀ, ଗୁରୁଜୀ ଲଳିତ କୁମାର ନାୟକ ଓ ରୋହିତାଣୁ ନାୟକ ରହିଥିଲେ । ମଞ୍ଚସଜ୍ଜା ମଞ୍ଚସଜ୍ଜା ଦାୟିତ୍ୱରେ ଗୁରୁଜୀ ଧନେଶ୍ବର କାଣ୍ଡ, ବିରଞ୍ଚି ସାହୁ ସାହୁ ଓ ଗଜମନ ନିଆଲ ରହିଥିଲେ । ରହିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଦାୟିତ୍ୱରେ ଗୁରୁଜୀ ପଞ୍ଚାନନ ନାୟକ ନ, ଦେବାଶିଷ ନାୟକ, ଗୁରୁମା ମିନାକ୍ଷୀ ପାଢି, ନିହାରିକା ଖମାରୀ ଓ ଡାକନ୍ତି ହଂସ ରହିଥିଲେ । ଶାନ୍ତି ସୂଙ୍ଖଳା ଦାୟିତ୍ବରେ ଗୁରୁଜୀ ଖୂରୋଦ ସୁନାରୀ, ଲୋକେଶ୍ବର ନାୟକ, ହରିନାଥ ନାଗେଶ, ସୁ ପୁରେନ୍ଦ୍ର ନାଯ ନାୟକ, ଖମନଲାଲ ରଣା, ଜଗଦୀଶ ନାଏକ ଓ ଚୌବନ ସା ରହିଥିଲେ । ଭୋଜନ ଦାୟିତ୍ବରେ ଗୁରୁ ଗୁରୁଜୀ ମନମୋହନ ପଣ୍ଡା ଏବଂ ରୋହନ ଯୋଶୀ ରହିଥିବା ବେଳେ, ପରିବେଶଣ କାର୍ଯ୍ୟ ଗୁରୁଜୀ ଗୁରୁମା, ଆଭିଭାବକ ଅଭିଭାବିକା ମାନେ ସୁଚାରୁ ରୁପରେ ସମ୍ପାଦନ କରିଥିଲେ । ପୂଜନ ନ ଦାୟିତ୍ବରେ ଗୁରୁମା ରଞ୍ଜିତା ଠାକୁର ରହା ବର୍ତ୍ତମାନର ପରିଚାଳନା ସମିତିର ସଦସ୍ୟ ରିଥିଲେ । ଅଗଣିତ ସୁପ୍ଲେଶ୍ବର କାଣ୍ଡ ମଞ୍ଚ ମଞ୍ଚ ପରିଚାଳନା କରିଥିଲେ ।