
ଜଗନ୍ନାଥ ପ୍ରସାଦ ୧୬/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କଳିଙ୍ଗପଦର ଚନ୍ଦ୍ରଶେଖର ମହାଦେବ ମନ୍ଦିର ପ୍ରତିବର୍ଷ ଭଳି ଏଠାରେ ଅଷ୍ଟପ୍ରହରୀ ନାମ ସଂକୀର୍ତନ ସହିତ ଏକ ହଜାର ଆଠ ଦିପ ପ୍ରଜୂଳନ ଘୃତ ଯଜ୍ଞ ଅନ୍ନ ଯଜ୍ଞ ମହା ସମାରୋହରେ ପାଳିତ ହୋଇଯାଇଛି ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ନିଳାଞ୍ଚଳ ଖିଲାର ଉକ୍ତ ଧାର୍ମିକ ଅନୁଷ୍ଠାନରେ ପହଞ୍ଚି ଶିବ କୃପା ଲାଭ କରି ନିଜକୁ ଧନ୍ୟ ମନେ କରିବା । ସହ କାର୍ଯ୍ୟ କରୁଥିବା କମିଟିଙ୍କୁ ଉତ୍ସାହିତ କରିଛନ୍ତି କିମ୍ବଦନ୍ତୀ ଅଛି ବହୁ ଆବାହନ କାଳରୁ ଲିଙ୍ଗ ଫୁଟି ବାହାରି ପ୍ରଭୁ ଚନ୍ଦ୍ରଶେଖର ମହାଦେବ ଭକ୍ତ ମାନଙ୍କ ମନ ସ୍କାମନା ଅଳ୍ପରେ ସନ୍ତୁଷ୍ଟ ହୋଇ ମନବାଞ୍ଛା ପୁରଣ କରୁଥିବା ହେତୁ ଭକ୍ତ କଂ ଭିଡ଼ି ଦେଖିବାକୁ ମିଳିଛି ପ୍ରଭୁ ଚନ୍ଦ୍ରଶେଖର ପାଖକୁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଆସନ୍ତି ମନ୍ଦିର ଦକ୍ଷିଣରେ ଭଗବତ ବାସୁଦେବ ମନ୍ଦିର ପଶ୍ଚିମ ରେ ନଦୀ କିନାରୀ ଉତ୍ତରରେ ହନୁମାନ ଗଣେଶ ମନ୍ଦିର ମା ଦଣ୍ଡକାଳୀ ଏବଂ ମା ପାବର୍ତୀଙ୍କ ମନ୍ଦିର ଅବସ୍ଥିତ ପୂର୍ବରେ ମା ମଙ୍ଗଳା ଦୁଇ ଭଉଣି ଙ୍କ ଦୁଇଟି ମନ୍ଦିର ଅଳ୍ପ ଶହେ ମିଟର ଦୁରରେ ମା ମହାମାୟୀଙ୍କ ଗୁପ୍ତରେ ଆର୍ବିଭାବ ଶୋଭା ପାଉଥିବା ବେଳେ ଆଜି ମହାଶିବରାତ୍ରୀରେ ତୋଲଡି ବାଘୁଆ କୟାଁ ସାହି କଳିଙ୍ଗ ପଦର ନାମ ସଂକିର୍ତ୍ତନ ଦଳ ଯୋଗଦେଇ ସୁମଧୁର ସ୍ଵର ରେ ହରିନାମ ରସ ଭକ୍ତଙ୍କ ମନ କୁ କିଣିନେଇଛି ଆଜି କଳିଙ୍ଗ ପଦର ପ୍ରଭୁଙ୍କ କୃପା ହେତୁ କାର୍ଯ୍ୟ କାରି କମଟି ମାନଙ୍କ ସହୋଯୋଗରେ ଶୃଙ୍ଖୁଳିତ ଭାବେ କାର୍ଯ୍ୟ ସମାପନ କରାଯାଇଛି ସନ୍ଧ୍ୟାରେ ଦିଲ୍ଲିପ କୁମାର ଧର୍ମ ପତ୍ନୀ ଜ୍ୟୋତି ରାଣିଙ୍କ କରକମଳରେ ରାମଚନ୍ଦ୍ର ଶତପଥିଙ୍କପୌରହିତରେ ହୋମ କାର୍ଯ୍ୟ ଏବଂ ରାତ୍ରିଦଶ ଘଟିକା ସମୟରେ ମହାଦୀପ ପୂଜକ ବିପ୍ର ଚରଣ ଦ୍ଵାରା ଭକ୍ତମାନଙ୍କ ସମାଗମରେ ଉଠାଯାଇ ସମାପନ କରାଯାଇଛି ତାରସିଂ ଥାନାଧିକାରୀଣୀ ଶୁଭଲକ୍ଷ୍ମୀ ପୂଜାରୀ ଙ୍କ ନେତୃତରେ ପୋଲିସ ବାହିନି ଯୋଗଦେଇ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଛି।