UGC ବିଲ୍ ୨୦୨୬ ସପକ୍ଷରେ ଭବାନୀ ପାଟଣା ଠାରେ ବିଶାଳ ଗଣ ଶୋଭାଯାତ୍ରା ଓ ବିକ୍ଷୋଭ।

କଳାହାଣ୍ଡି:17/02(ପର୍ଶୁରାମ ସିନ୍ଦୁର) UGC ବିଲ୍ ୨୦୨୬ ସପକ୍ଷରେ ଭବାନୀ ପାଟଣା ଠାରେ ଅଲ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ଆହ୍ଵାନ କ୍ରମେ ଓବିସି ଏସ୍ ଟି ଏସ୍ ସି ସମାଜିକ ଓ ରାଜନୈତିକ ସଂଗଠନର ମିଳିତରେ ବିଶାଳ ଗଣ ଶୋଭାଯାତ୍ରା ଓ ବିକ୍ଷୋଭ କରାଯାଇ କଳାହାଣ୍ଡି ଜିଲ୍ଲାପାଲଙ୍କ ଜରିଆରେ ୨୦ ଟି ସଂଗଠନ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦିଆଯାଇଛି,, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ସମାଜର ସ୍ୱାଭିମାନ, ସମ୍ମାନ, ଅସ୍ମିତର ପାଇଁ ଆଜିର ଆନ୍ଦୋଳନ, ଶୋଷିତ ନିଷ୍ପେସିତ, ପୀଡିତ ସମାଜର ଏସସି, ଏସଟି, ଓବିଶି ଛାତ୍ର ଛାତ୍ରୀ ମାନେ ବିଶ୍ଵବିଦ୍ୟାଳୟ ପାଠ ପଢ଼ୁଛନ୍ତି, ସେମାନଙ୍କ ପ୍ରତି ଭେଦଭାବ ନ ଆସିବା ପାଇଁ UGC ବିଲ୍ ଲୋକ ସଭାରେ ପାରିତ ହୋଇ ଥିଲା, କିଛି ଉଚ୍ଚ ଜାତିର ବ୍ୟକ୍ତି ମାନେ ସୁପ୍ରିମକୋର୍ଟରେ ଫାଇଲ କରିବାରୁ ମାନ୍ୟବର ସୁପ୍ରିମକୋର୍ଟ ବିଲକୁ ସ୍ଥଗିତ କରି ଦେଇଛନ୍ତି,,ଏଣୁ UGC ବିଲ ସପକ୍ଷରେ କଳାହାଣ୍ଡି ଜିଲ୍ଲାରେ ବିଶାଳ ଗଣ ଶୋଭାଯାତ୍ରା ଓ ରାଲି ହୋଇ ଦାବିପତ୍ର ଦିଆଯାଇଛି ,, ଉପସ୍ଥିତି ଥିଲେ ଓବିସି ମଞ୍ଚ ଓଡ଼ିଶା ରାଜ୍ଯ ସଭାପତି ଶଙ୍କର ପାତ୍ର, କଳାହାଣ୍ଡି ଜିଲ୍ଲା ସଭାପତି ଡମ୍ବୁରୁଧର ଳହଜଲ,ସମାଜବାଦୀ ଦଳ ରାଜ୍ଯ ସଭାପତି ଶିବ ହାତୀ, କଳାହାଣ୍ଡି ଜିଲ୍ଲା ସଭାପତି ଜଗଦୀଶ ଯାଦବ,କଳାହାଣ୍ଡି ଆଦିବାସୀ ଜିଲ୍ଲା ସଭାପତି ପ୍ରକାଶ ମାଝି, ହୃଦାନନ୍ଦ ମାଝୀ,ହରି ଶଙ୍କର ମାଝି, ଭୀମ ଆର୍ମି ରାଜ୍ଯ ସଭାପତି ଲଙ୍କେଶ ରାବଣ, ଉପସଭାପତି ଅନିଲ କୁମାର ମଲ୍ଲିକ,ଜିଲ୍ଲା ସଭାପତି ରଜନୀକାନ୍ତ ସମରଲିଆ,ବିଏସପି ରାଜ୍ଯ ସମ୍ପାଦକ ଦେବୀ ଚରଣ ଭାଟି,ଜିଲ୍ଲା ସଭାପତି ସୋମନାଥ ନାଏକ, CPI ରାଜ୍ଯ ସଂଯୋଜକ ଦାମୋଦର ବେହେରା,LDA ସଭାପତି ଆଇନଜିବି ଲବ ସୁନା, ବିଏମଏମ ରାଜ୍ଯ ସଭାପତି ମାଧବ ସୁନାନୀ, ସଭା ପରିଚାଳନା କରିଛନ୍ତି ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ରାଜ୍ଯ ସଭାପତି ଧନଞ୍ଜୟ ଦୀପ୍ ,, ଧନ୍ୟବାଦ ଦେଇଛନ୍ତି ଜିଲ୍ଲା ସଭାପତି ବୃନ୍ଦାବନ ନାଗ,,, କାର୍ଯ୍ୟକାରୀ ସଭାପତି ତେଜ ରାଜ ବେହେରା ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ, ଗୋଲାମୁଣ୍ଡା ବ୍ଳକ ସଭାପତି ରାମ କୁମାର ସେନାପତି, କଲମପୁର ସଭାପତି ବଳରାମ ଦୁର୍ଗା, ନର୍ଲା ସଭାପତି ରଘୁନାଥ ଦୀପ୍, କେସିଙ୍ଗା ସଭାପତି ଭାଗିରଥି ନାଏକ, କୋକସରା ସଭାପତି କୌସିକ ଦୁରିଆ, ଧର୍ମଗଡ଼ ସଭାପତି ସୁନୀଲ ଦୁରିଆ,, ଭବାନୀପାଟଣା ସଭାପତି ନିରାକାର ବାଗ,,ଏମ୍ ରାମପୁର ସାଧାରଣ ସମ୍ପାଦକ ପ୍ରେମ ସାଗର ନାଏକ,, ଜୁନାଗଡ ଏନଏସି ସଭାପତି ଲଳିତ ବାଗ,,ବ୍ଳକ ସଭାପତି ରାଜରାମ ଡଙ୍ଗରୀ,ଏପିଆଇ ରାଜ୍ଯ ସଂଯୋଜକ ଛବିଲାଲ ନିଆଲ,, କମିଳନୀ ଯାଦବ, ରମଣୀ ଦୁରିଆ,,