
କୋରାପୁଟ ୧୯/୦୨ (ପ୍ରଭାତ କୁମାର ସୁତାର, ଓଡିଶା ଟୁଡେ ) କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଦୁଧାରୀ ପଞ୍ଚାୟତ ଶୁଣ୍ଡିପୁଟ ଉନ୍ନୀତ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଶୁଣ୍ଡିପୁଟ ସେବାଆଶ୍ରମ ରେ
ମୁଖ୍ୟ ଅତିଥି. ସେମିଲିଗୁଡା ଆଦ୍ୟକ୍ଷ ଲିଲି ଅଣ୍ଟାବିରିଆ.ସମାଜ ସେବି ରାମ ଅଣ୍ଟା ବିରିଆ,ଅନ୍ୟତମ ଅତିଥି ଦୁଧରି ଗ୍ରାମ ପଞ୍ଚାୟତ ସରପଞ୍ଚ ମାଧବ ନନ୍ଦୀ ବାଲି, ମୁଖ୍ୟ ବ୍ୟକତା ଅବସର ପ୍ରାପ୍ତ ଶିକ୍ଷକ ଅଜୟ ପତି, ସଭାର ପରିଚାଳନା କରିଥିଲେ ଗଣେଶ୍ୱର ସୁବୁଦ୍ଧି, ପ୍ରଧାନ ଶିକ୍ଷୟତ୍ରୀ ସୁନାବେଡା ସେବଶ୍ରମ ଅମ୍ବିକା ରାଉତ, ରାଜ ପୁଟ ପ୍ରଧାନ ଶିକ୍ଷକ ସୋମନାଥ ପଣ୍ଡା, ଦୁଧାରୀ ସି ଆର ସିସି ଜିତେନ୍ଦ୍ର ପାତ୍ର, ସାଡାମ ସ୍କୁଲ ର ପ୍ରଧାନ ଶିକ୍ଷକ ବସନ୍ତ ଯାନୀ, ଚିକା ପାର ପ୍ରଧାନ ଶିକ୍ଷୟତ୍ରୀ ମମତା ବାରିକ, ଦୋଳଇ ଗୁଡା ସେବାସ୍ରୋମ ପ୍ରଧାନ ଶିକ୍ଷତ୍ରି ସୃତି ମହାପାତ୍ର,ଚରନଗୁଳ ପ୍ରଧାନ ଆଚାର୍ଯ୍ୟ ଶ୍ରୀକାନ୍ତ ପ୍ରଧାନ,ସଭା କାର୍ଯ୍ୟକୁ ପିତାଗୁଡା ପ୍ରଦାନ ଶିକ୍ଷକ ଗଣେଶ୍ୱର ସୁବୁଦ୍ଧି ପରିଚାଳନା କରିଥିଲେ. ଶୁଣ୍ଡିପୁଟ ସେବାସ୍ରୋମ ପ୍ରଧାନ ଶୀକ୍ଷକ ବାସୁଦେବ ପୁରୋହିତଙ୍କ ନେତୃତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅଭିଭାବକ ଉପସ୍ଥିତ ଥିଲେ। ଦୀପ ପ୍ରଜ୍ବଳନ କରି ଛାତ୍ରୀ ମାନଙ୍କୁ ପାଠ ପଢା ସହିତ ଅନ୍ୟ କ୍ଷେତ୍ରରେ ମଧ୍ୟ ନିଜର ଭବିଷତ କରିପାରିବେ ବୋଲି କହିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସୁଦେବ ପୁରୋହିତ ବାର୍ଷିକ ବିବରଣୀ ପାଠ କରିବା ସହିତ ପୌରୋହିତ୍ୟ କରିଥିଲେ । ସ୍କୁଲ ଷ୍ଟାଫ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଅତିଥି ମାନଙ୍କ ଦ୍ବାରା ଚଳିତ ବର୍ଷର ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସଫଳ ହୋଇଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ ମାନପତ୍ର ପ୍ରଦାନ କରାଯାଇଥିଲା । ପରେ ପରେ ଛାତ୍ର ଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ ବୋହୁ ଆକର୍ଶଣ ଥିବା ବେଲେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରୀ ଛାତ୍ରୀ ମାନେ ପରିବେଷଣ କରିଥିଲେ।