ତନରଡ଼ା ଅଷ୍ଟମ ବାଟାଲିୟନର ୧୨ ଜଣ ହାବିଲଦାର ଏଏସଆଈ ପଦୋନ୍ନତି

ଭଞ୍ଜନଗର ୦୨/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ତନରଡ଼ା ଅଷ୍ଟମ ସ୍ୱତନ୍ତ୍ର ଭାରତ ସରଂକ୍ଷିତ ବାହିନୀ ର ୧୨ ଜଣ ହାବିଲଦାର ଏଏସଆଈ ପଡୋର୍ନତି ପାଇଲେ । ସେମାନେ ହେଲେ ପ୍ରହଲ୍ଲାଦ ରାଉତ, ଲିଙ୍ଗରାଜ ପ୍ରସାଦ ପାଢୀ ଧୀରେଜ ମାହାନ୍ତି, ଅନିଲ ମୋହିନୀ, ସନ୍ତୋଷ ଥାପ୍ପା, ଈଶ୍ବରଚନ୍ଦ୍ର ଲେଙ୍କା, ବିଷ୍ଣୁ ପ୍ରଧାନ, ପ୍ରଶାନ୍ତ ଗୌଡ଼, ପ୍ରଭାକର ବିଷୋୟୀ, ଅଶୋକ ଶ୍ରେଷ୍ଠ, ଚନ୍ଦ୍ରମଣି କୁମୁରା, ଲମ୍ବୋଦର କହଁର। ଶେଷରେ ଉକ୍ତ ବାଟାଲିୟନର ଦୁର୍ଗପତି ସୁଧାକର ମିଶ୍ର ଏଏସଆଈ ପାଇଥିବା ସମସ୍ତ ୧୨ ଜଣଙ୍କୁ ସମ୍ବର୍ଦ୍ଧନା ଜଣାଇଲେ।