ସାଧୁସୁନ୍ଦର ବିଦ୍ୟପୀଠ ଛାତ୍ରୀ ଲିପ୍ସା ଚୌଧୁରୀ ଅଷ୍ଟମ ଶ୍ରେଣୀ ଛାତ୍ରୀ ଜାତୀୟ ମେଧାବୃତ୍ତି ପରୀକ୍ଷାରେ ସଫଳ

ଚୌଦ୍ୱାର (ଶିବବ୍ରତ ଦାସ )-ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ ସାଧୁସୁନ୍ଦର ବିଦ୍ୟପୀଠ ର ଏକ ଛାତ୍ରୀ ଲିପ୍ସା ଚୌଧୁରୀ ଯେ କି ଅଷ୍ଟମ ଶ୍ରେଣୀ ଛାତ୍ରୀ ଜାତୀୟ ମେଧାବୃତ୍ତି ପାଇଥିବାର ଜଣାପଡିଛି l ଏଥି ସହିତ ସେ ହାରାହାରି ବହୁ ସମୟ ପରିଶ୍ରମ କରିବା ସହିତ ନିଜର ପ୍ରଧାନ ଶିକ୍ଷକ ସହିତ ଶିକ୍ଷାଗତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କୁ ସେୟ ଦେଇଥିବାର ଜଣାପଡିଛି l ଏଥିସହିତ ଆଗାମୀ ଦିନରେ ସେ ତାଙ୍କ ଲକ୍ଷ ସ୍ଥଳରେ ପହଂଚିବା ସହିତ ନିଜ ଅଂଚଳ ର ଗୌରବ ଆଣିଦେବେ ବୋଲି ମତ ବ୍ୟକ୍ତ କରିଛନ୍ତି l